Browsing Tag

India

ବିଜୟରୁ ଟି୨୦ ଅଭିଯାନ ଆରମ୍ଭ କଲା ଭାରତୀୟ ମହିଳା ଦଳ

୨୦୨୬ ମସିହା ଜୁନ୍ ୧୨ରୁ ମହିଳା ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବାକୁ ଯାଉଛି । ଭାରତ ମହିଳା ଦଳ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହୋଇଛି । ବିଶାଖାପାଟଣାର ଡକ୍ଟର ୱାଇଏସ ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା…
Read More...

ଦିଲ୍ଲୀରେ ଋଷ ରାଷ୍ଟ୍ରପତି, ଜୋରଦାର ସ୍ଵାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ପାଲମ ବିମାନ ବନ୍ଦରରେ ଲ୍ଯାଣ୍ଡ କଲା ପୁଟିନଙ୍କ ଫ୍ଲାଇଟ୍।ଭବ୍ଯ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ୱାର୍ଲ୍ଡ ଲିଡର ଦେଖିବା ମାତ୍ରେ କରମର୍ଦ୍ଦନ କରିବା ସହ…
Read More...

ଭାରତରେ ପଶିପାରିବେନି ଆତଙ୍କୀ, ଏଥର ନିଆଯିବ କଡ଼ା ଆକ୍ସନ, ସାମ୍ନାକୁ ଆସିବା ମାତ୍ରେ ଫୁଟିବ ଗୁଳି

ନୂଆଦିଲ୍ଲୀ: ଭାରତକୁ ପଶିବା ଆତଙ୍କବାଦୀଙ୍କ ପାଇଁ ମୁସକିଲ୍। ଭାରତ ସୀମାରେ ପାଦ ଥୋଇଲେ ଫୁଟିବ ଢୋଢା ଗୁଳି। ଚଳିତ ବର୍ଷ LOC ଦେଇ ପଶି ପାରିନାହାନ୍ତି ଆତଙ୍କୀ। ଏନେଇ ଖୁଲାସା କଲେ ବରିଷ୍ଠ ଅଧିକାରୀ । ସୀମା ସୁରକ୍ଷା ବାହିନୀର ଜଣେ ବରିଷ୍ଠ ଅଧିକାରୀ ଆଜି କହିଛନ୍ତି ଯେ, ଚଳିତ ବର୍ଷ…
Read More...

ଅପରେସନ୍ ସିନ୍ଦୂରକୁ ନେଇ ପୁଣି ଏକ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ମୋଦି କରିଥିଲେ ଅନୁରୋଧ!

ନୂଆଦିଲ୍ଲୀ: ପୁଣି ଥରେ ଭାରତ ପାକିସ୍ତାନ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସମାନ ଦାବି କୁ ଦୋହରାଇବା ସହ ଏଥର ବି ଟ୍ରମ୍ପ କହିଛନ୍ତି ସେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାର ଶ୍ରେୟ…
Read More...

ଭାରତକୁ ମୁନିରଙ୍କ ଧମକ, ପାକିସ୍ତାନ ସେନାର କଲେ ମିଛ ପ୍ରଶଂସା

Asim Munir: ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସୀମ ମୁନିର ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି। ପୁଣି ଥରେ, ଅସୀମ ମୁନିର ମିଥ୍ୟା ଦାବି କରିଛନ୍ତି ଏବଂ ପାକିସ୍ତାନୀ ସେନାର ପ୍ରଶଂସା କରିଛନ୍ତି। ମୁନିର ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ମୁଖରେ ତାଙ୍କ ସେନାର ମିଛ…
Read More...

ମୃତ୍ୟୁଦଣ୍ଡ ଘୋଷଣା ପରେ କଣ ହାସିନାଙ୍କୁ ଫେରାଇବ ଭାରତ, କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ : ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶର ଇଣ୍ଟରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ (ଆଇସିଟି) ଗତ ବର୍ଷ ଛାତ୍ର ଆନ୍ଦୋଳନ ବେଳେ ହୋଇଥିବା ହିଂସା ଓ ମୃତ୍ୟୁ ନେଇ ମାନବତା ବିରୋଧରେ ଅପରାଧରେ ଦୋଷୀ କରାଯାଇଛି ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି। ଏହି…
Read More...

ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ବନ୍ଦ କଲା ଇରାନ

ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ବନ୍ଦ କଲା ଇରାନ । ନଭେମ୍ବରରୁ ଲାଗୁ ହେବ ଏହି ନୂଆ ନିୟମ । ତେବେ ଇରାନ ଯିବାକୁ ପ୍ଲାନ କରୁଥିଲେ ଏବେ ଦେବାକୁ ପଡିବ ପଇସା । କାରଣ ଏବେ ଇରାନ ଗଲେ ଆଉ ହୋଇ ପାରିବନି ଭିସା ଫ୍ରି ଏଣ୍ଟ୍ରି । ଏବେ ଇରାନ ଗଲେ ଦରକାର ପଡିବ ଭିସା । କାରଣ ଭାରତୀୟଙ୍କ ପାଇଁ…
Read More...

ଜବରଦସ୍ତ ବିଜୟ ସହ ଅଷ୍ଟ୍ରେଲିଆ ମୁହଁରୁ ମ୍ୟାଚ୍ ଛଡ଼ାଇ ଆଣିଲା ଭାରତ

ଜବରଦସ୍ତ ବିଜୟ ସହ ଅଷ୍ଟ୍ରେଲିଆ ମୁହଁରୁ ମ୍ୟାଚ୍ ଛଡ଼ାଇ ଆଣିଲା ଭାରତ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟି-୨୦ ମ୍ୟାଚ୍ ରବିବାର ହୋବାର୍ଟରେ ଖେଳାଯାଇଥିଲା । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ କୁ ୫ ୱିକେଟରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୬ ୱିକେଟ…
Read More...

କିଏ ହେବ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନ ?

ଆଉ ମାତ୍ର କିଛି ଘଣ୍ଟାର  ଅପେକ୍ଷା । ବିଶ୍ୱକୁ ମିଳିବ ନୂଆ ଚାମ୍ପିଅନ୍ । ମାସେ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟ ଏବେ ଶେଷ ମୁହୂର୍ତ୍ତରେ ଆସି ଉପନିତ ହୋଇଥିବା ବେଳେ ବିଶ୍ୱକୁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ଆୟୋଜକ…
Read More...

ସିଡନୀରେ ରୋହିତ ବିରାଟ ଙ୍କ ପାଓ୍ବାର ଶୋ

ସିଡନୀରେ ରୋହିତ ଶର୍ମାଙ୍କ ପାଓ୍ବାର ଶୋ । ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରେ ୫୦ତମ ଓ ଦିନିକିଆରେ ୩୩ ଶତକ ହାସଲ କଲେ ରୋହିତ । ୧୦୫ ବଲରେ ଏହି ସଫଳତା ପାଇଛନ୍ତି ହିଟ୍‌ମ୍ୟାନ । ସେହିପରି ବିରାଟ କୋହଲି ୨ଟି ଡକ୍‌ ପରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ…
Read More...