Browsing Tag

high court

ମହମ୍ମଦ ମୋକିମଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ: ବାରବାଟୀ କଟକ ବିଧାୟକ ମହମ୍ମଦ ମେକିମଙ୍କୁ ଲାଗିଲା ବଡ ଝଟକା । ମହମ୍ମଦ ମୋକିମଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ନିମ୍ନ ଅଦାଲତଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ । ଉଜଐଊଉ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ ଦଣ୍ଡିତ ହୋଇଛନ୍ତି । ଏନେଇ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ…
Read More...

ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ: ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଝଟକା।ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ନିର୍ବାଚନରେ ମିଥ୍ୟା ସତ୍ୟପାଠ ଅଭିଯୋଗ ହାଇକୋର୍ଟରେ  ପ୍ରମାଣିତ…
Read More...

ସକାଳ ୭ରୁ ରାତି ୯ ଟା ପର୍ଯ୍ୟନ୍ତ ବନ୍ଦ ରହିବ ବାଲି ପରିବହନ

କଟକ: ବାଲିଘାଟ ମାମଲାରେ ହାଇକୋର୍ଟଙ୍କ ଶୁଣାଣି । ସକାଳ ୭ରୁ ରାତି ୯ ଟା ପର୍ଯ୍ୟନ୍ତ ଚାଲି ପାରିବନି ବାଲି ବୋଝେଇ ଗାଡି । ଏହା ବ୍ୟତିତ ମେସିଦ ଦ୍ୱାରା ବାଲି ଖନନ କରି ପାରିବ ନାହିଁ ବୋଲି ହାଇକୋର୍ଟ ମଧ୍ୟ କହିଛନ୍ତି । ଏହାଛଡା ବାଲିଘାଟ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଠୋର…
Read More...

ଦଶହରା ପାଇଁ ବନ୍ଦ ରହିବ ହାଇ କୋର୍ଟ

କଟକ : ଆଜି ଠାରୁ ଆରମ୍ଭ ହୋଇଯାଇଛି ଓଡିଶା ଉଚ୍ଚ ନ୍ୟାୟାଳୟରେ ଦଶହରା ଛୁଟି । ପୂଜା ପାଇଁ ଗୋଟିଏ ସପ୍ତାହ ବନ୍ଦ ରହିବ ଅଦାଲତ । ତେବେ ଏହି ଛୁଟଇ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ କୁହାଯାଉଛି । ଆସନ୍ତା ୩୦ ତାରିଖରେ କୋର୍ଟ ଖୋଲିବାର ସୂଚନା ରହିଛି । କିନ୍ତୁ ଏହି ଛୁଟି ସମୟ…
Read More...

୨ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପୁରୀ: ହାଇକୋର୍ଟରେ ଶ୍ରୀ ମନ୍ଦିରର ରତ୍ନଭଣ୍ଡାର ମରାମତି ସମ୍ପର୍କିତ ମାମଲାର ହେଲା ଶୁଣାଣି । ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ରତ୍ନଭଣ୍ଡାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି । ୨ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି…
Read More...

ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାରେ ହେବ ସିବିଆଇ ତଦନ୍ତ

କଟକ:ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାରେ ହେବ ସିବିଆଇ ତଦନ୍ତ । ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ। ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୨ ଜେଇଇ ପରୀକ୍ଷାରେ ଅଂଶୁମାନ କାନୁନଗୋଙ୍କ ମାର୍କସିଟକୁ ନକଲି କହି ରାଉରକେଲା…
Read More...

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର | ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ବର୍ତ୍ତମାନ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି ।…
Read More...

ଏଥର ହାଇକୋର୍ଟ ବୁଲିପାରିବେ ସାଧରଣ ଲୋକ

କଟକ: ଏଥର ହାଇକୋର୍ଟ ବୁଲିପାରିବେ ସାଧରଣ ଲୋକ । ସାଧାରଣ ଲୋକ ହାଇକୋର୍ଟ ବୁଲି ଦେଖିବାର ସୁଯୋଗ ପାଇପାରିବେ । ହାଇକୋର୍ଟ ଭିତରକୁ ସାଧାରଣ ଜନତାଙ୍କ ପ୍ରବେଶ ବାରଣ ରହିଥିବା ବେଳେ ଏଥର କିନ୍ତୁ ପ୍ରତ୍ୟେକ ଶନିବାର ସରକାରୀ ଛୁଟି ଦିନ ଲୋକମାନେ ହାଇକୋର୍ଟ ବୁଲିପାରିବେ । ପ୍ରତ୍ୟେକ ଶନିବାରରେ…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ , ଅଗଷ୍ଟ ୭ରେ ପରବର୍ତ୍ତୀ ଶୁଣାଣି

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ରତ୍ନଭଣ୍ଡାରର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି । ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ…
Read More...

ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ : ହାଇକୋର୍ଟ

କଟକ: ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱ ପୂର୍ଣ୍ଣ ରାୟ। ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ। ସହମତିରେ ପ୍ରାପ୍ତ ବୟସ୍କା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ ବୋଲି କହିଛନ୍ତି କୋର୍ଟ। ଦୁଷ୍କର୍ମ…
Read More...