Browsing Tag

farmer

ଓଡିଶାରୁ କେନ୍ଦ୍ର ଉଠାଇବ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ , ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ।

ରାଜ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଚାଉଳ ବିବାଦ ଏବେ ସମାଧାନ ହେବାକୁ ଯାଉଛି କାହିଁକି ନା ରାଜ୍ୟରେ ଥିବା ବଳକା ଚାଉଳକୁ କେନ୍ଦ୍ର ସରକାର ନେବାପାଇଁ ଦେଇଛନ୍ତି ଗ୍ରୀନ୍ ସିଗ୍‌ନାଲ । ଏହି ଧାରାରେ ଓଡ଼ିଶାରୁ ମୋଟ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବ କେନ୍ଦ୍ର । ଏ ନେଇ ଖାଦ୍ୟ ଯୋଗାଣ ଓ…
Read More...

ଆସନ୍ତା ୧୭ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ

ଭୁବନେଶ୍ୱର:- ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବିକୁ ସମାଲୋଚନା କରି ସମବାୟ ବିଭାଗର ତଥ୍ୟ…
Read More...

ଧାନ କ୍ଷୟକ୍ଷତି ଦାବୀରେ ଓଦା ଧାନ ବସ୍ତା ସହ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ସାମ୍ନାରେ ଧାରଣା ଦେଲେ ଚାଷୀ

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କ ନେତୃତ୍ୱରେ ସଂଗଠନ ପକ୍ଷରୁ ଶତାଧିକ ଚାଷୀ ରବି ଧାନ ନ ଉଠିବା ଓ ମଣ୍ଡିରେ ଧାନ ପଡ଼ି ବର୍ଷା ଜନିତ କ୍ଷୟକ୍ଷତିରେ ଧାନ ଗଜା ହୋଇଯିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ…
Read More...

ଯୁଦ୍ଧ ଆଶାଙ୍କା କରି ଏଲଓସି ସୀମାନ୍ତ ଅଞ୍ଚଳରେ ଆଗୁଆ ଫସଲ କାଟିନେଲେ ଚାଷୀ

ନୂଆଦିଲ୍ଲୀ-: ପହଲଗାମ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ସୀମାନ୍ତ ଜମିରୁ ୪୮ ଘଣ୍ଟା ମଧ୍ୟରେ ଫସଲ ଅମଳ ଶେଷ କରିବାକୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଅଧିକାରୀମାନେ ପଞ୍ଜାବ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଯୁଦ୍ଧ…
Read More...

ମାସକରେ ଦେଢ କୋଟି ଆୟକଲେ ପୁନେ ଚାଷୀ, ଗୋଟିଏ ଦିନରେ ବିକିଥିଲେ ୧୮ଲକ୍ଷ ଟମାଟୋ

ପୁନେ: ଦେଶବ୍ୟାପୀ ଟମାଟୋର ଅତ୍ୟଧିକ ଦରବୃଦ୍ଦି ଯୋଗୁ ସାଧାରଣ ଜନତାଙ୍କ ରୋଷେଇ ଘରୁ ତାହା ଉଭାନ୍ ହୋଇଯାଇଛି । କେତେକ ରାଜ୍ୟରେ ଚାଷୀଙ୍କୁ ତାହା ଭରପୁର ଫାଇଦା ଆଣିଦେଇଛି । ମହାରାଷ୍ଟ୍ର ପୁନେ ସହର ଅନ୍ତର୍ଗତ ଜୁନ୍ନର ଅଂଚଳର ତୁକାରାମ ଭାଗୋଜି ଗାୟକର ନାମକ ଚାଷୀ ଓ ତାଙ୍କ ପରିବାର ମାସକରେ…
Read More...

ଟମାଟୋ ପାଇଁ ଗଲା ଜୀବନ

ବିଭିନ୍ନ ରାଜ୍ୟରେ ଟମାଟୋ ଦର ବଢ଼ି ଚାଲିଛି । ଯେବେଠାରୁ ଟମାଟୋ ଦର ବଢି ଚାଲିଛି, ସେବେଠାରୁ ଅପରାଧିକ ଘଟଣା ମଧ୍ୟ ବଢିବାରେ ଲାଗିଛି । କାହା କ୍ଷେତରୁ ଲକ୍ଷାଧିକ ଟଙ୍କାର ଟମାଟୋ ଚୋରି ହେଉଛି ତ ଆଉ କେଉଁଠି ମାରପିଟ ଓ ହତ୍ୟା ହେଉଛି । କିଛି ରାଜ୍ୟରେ ଏବେ ଟମାଟୋ କିଲୋ ୨୦୦ ଉପରେ ରହିଛି…
Read More...

କୃଷି ପ୍ରଧାନ ରାଜ୍ୟରେ ଚାଷୀଙ୍କ ଅବସ୍ଥା ବେହାଲ

ବଲାଙ୍ଗୀର : କଥା ଅଛି ଚାଷ କାମ ଯାହାର କେଡେ ସୁଖ ତାହାର ହେଲେ କୃଷି ପ୍ରଧାନ ରାଜ୍ୟ ରେ ଚାଷୀଙ୍କ ଅବସ୍ଥା ବେହାଲ  । କେତେ ବେଳେ ଅନବୃଷ୍ଟି ତ କେତେବେଳେ ଅତିବୃଷ୍ଟି । କେତେବେଳେ ଜଙ୍ଗଲି ବାରହା ହାତୀଙ୍କ ଉତ୍ପାତ ସବୁ ବେଳେ କ୍ଷତି ସହି କଷ୍ଟ ଲବ୍ଧ ଧାନ ଟିକକୁ ଘରକୁ ଆଣେ ଭଲ ଦିପାଇସା…
Read More...

ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବାଟବଣା

ଜଳେଶ୍ୱର:  ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସାଜିଛି ଦିଗହରା। ଏହି ଯୋଜନାରେ ଦୀର୍ଘଦିନ କାମ କରି  ମଧ୍ୟ ଶ୍ରମିକଙ୍କୁ ତାଙ୍କର ପାରିଶ୍ରମିକ ମିଳୁନି। କିନ୍ତୁ ସେମାନଙ୍କୁ ପାରିଶ୍ରମିକ  କେବେ ମିଳିବ ତାକୁ ନେଇ ଏବେ ଅନିଶ୍ଚିତତା ଦେଖା ଦେଇଛି। ସୂଚନାଯୋଗ୍ୟ ଯେ…
Read More...

ଲକ୍ଷମୀପୁର ହିଂସା : ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ଲକ୍ଷ୍ମୀପୁର ଖେରି ହିଂସାର ଶୁଣାଣି କରିବେ । ତେବେ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟ ସାକ୍ଷ୍ୟ ପ୍ରମାଣକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି । ଘଟଣା ଘଟିବା ସମୟରେ ହଜାର ହଜାର କୃଷକଙ୍କର ଉପସ୍ଥିତି ଥିବା ବେଳେ କେବଳ ୨୩ ଜଣ ସାକ୍ଷୀଙ୍କ…
Read More...

ଲକ୍ଷ୍ମୀପୁର ହିଂସାକାଣ୍ଡରେ ବିଜେପି ନେତା ଓ ତାଙ୍କ ପୁଅ ନାମରେ ଏତଲା

ଉତ୍ତରପ୍ରଦେଶ : ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସାକାଣ୍ଡ ପାଇଁ କେନ୍ଦ୍ର ରାଜ୍ୟ ଗୃହମନ୍ତ୍ରୀଙ୍କ ପୁଅ ନାମରେ ଏତଲା ଦେଇଛନ୍ତି ଚାଷୀ । ଚାଷୀଙ୍କ ଏତଲା ଅନୁଯାୟୀ ଆନ୍ଦୋଳନରତ କୃଷକଙ୍କ ଉପରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନି ଗାଡି ଚଢାଇଥିଲେ । ଏହି ହିଂସାକାଣ୍ଡରେ ୪ ଜଣ…
Read More...