Browsing Tag

Durga Puja

ଦଶହରା, ଜାରି ହେଲେ ଟ୍ରାଫିକ କଟକଣା

ଭୁବନେଶ୍ଵର: ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା । କମିଶନରରେଟ୍ ପୋଲିସ ତରଫରୁ କଟକଣା ଜାରି କରାଯାଇଛି । ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା । ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରିଯାନ ଯିବା ଆସିବା ବାରଣ । ରସୁଲଗଡ଼ରୁ…
Read More...

ନବରାତ୍ରି ୫ମ ଦିନ : ମା’ଙ୍କ ପଞ୍ଚମ ସ୍ୱରୂପ ସ୍କନ୍ଦମାତା ।।

ଭୂବନେଶ୍ଵର: ଶାରଦୀୟ ନବରାତ୍ରର ପଞ୍ଚମ ସ୍ୱରୂପରେ ମା’ ସ୍କନ୍ଦମାତାଙ୍କର ଆରାଧନା କରାଯାଏ । ମା’ ସ୍କନ୍ଦଙ୍କୁ ନିଜ କୋଳରେ ଧରି ବସିଥିବାରୁ ମା’ଙ୍କର ଏହି ସ୍ୱରୂପକୁ ସ୍କନ୍ଦମାତା ଭାବରେ ଅବିହିତ କରାଯାଏ । ମାନ୍ୟତା ରହିଛି ଯେ ବିଧିବିଧାନର ମା’ଙ୍କର ଉପାସନା କଲେ ଜୀବନରେ ଆସୁଥିବା କଠିନରୁ…
Read More...

ସୁରକ୍ଷିତ ପାର୍ବଣ ଉପରେ ହାଇକୋର୍ଟଙ୍କ ଗୁରୁତ୍ୱ, ବର୍ଷାକୁ ଆଖିରେ ରଖି ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ କଟକ ସହର ସମସ୍ୟା ସମ୍ପର୍କିତ ମାମଲା । ସୁରକ୍ଷିତ ପାର୍ବଣ ଉପରେ ଗୁରୁତ୍ୱ ଦେଲେ ହାଇକୋର୍ଟ । ଦଶହରା ତୋରଣଗୁଡିକର ସଠିକ୍‌ ଭାବେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସମ୍ଭାବ୍ୟ ବର୍ଷାକୁ ଆଖିରେ ରଖି ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୧୧୭ଟି…
Read More...

ନବରାତ୍ରୀର ଚତୁର୍ଥ ଦିନ: କୁଷ୍ମାଣ୍ଡା ରୂପରେ ପୂଜା ପାଇବେ ମା’ ଦୁର୍ଗା

ଭୁବନେଶ୍ଵର: ଆଜି ହେଉଛି ନବରାତ୍ରିର ଚତୁର୍ଥ ଦିନ। ଜଗତଜନନୀ ମା’ ଦୁର୍ଗା ଭକ୍ତମାନଙ୍କୁ କୁଷ୍ମାଣ୍ଡା ବେଶରେ ଆଜି ଦର୍ଶନ ଦେଉଛନ୍ତି। ଏହି ବେଶରେ ମା’ ଅଷ୍ଟଭୂଜା ହୋଇଥିବା ବେଳେ ସିଂହ ପିଠିରେ ବସିଥାନ୍ତି। ଏଥିସହିତ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ…
Read More...

ନବରାତ୍ରୀର ତୃତୀୟ ଦିନ, ଦର୍ଶନ ଦେଉଛନ୍ତି ମା’ ଚନ୍ଦ୍ରଘଣ୍ଟା

ଭୁବନେଶ୍ୱର: ନବରାତ୍ରର ତୃତୀୟ ଦିବସରେ ପରମ କଲ୍ୟାଣକାରୀ ଓ ଶାନ୍ତି ପ୍ରଦାୟିନୀ ମା’ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇଥାନ୍ତି । କକଥିତ ଅଛି ଯେ ମା’ ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି। ମସ୍ତକରେ ମା’ ଅର୍ଦ୍ଧଚନ୍ଦ୍ର ଧାରଣ କରନ୍ତି।ଏବଂ ସିଂହ…
Read More...

ନବରାତ୍ରୀ: ଦ୍ଵିତୀୟ ଦିନରେ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଉଛନ୍ତି ମା’

ଭୁବନେଶ୍ଵର: ନବରାତ୍ରର ଦ୍ୱିତୀୟ ଦିବସରେ ତପ, ତ୍ୟାଗ ଓ ଶକ୍ତିର ଦେବୀ ମା’ ବ୍ରହ୍ମଚାରିଣୀ ସ୍ୱରୂପରେ ପୂଜା ପାଇଥାନ୍ତି । ଏହି ସ୍ୱରୂପ ସହ ମା’ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ। ଏକାଗ୍ର ମନରେ ମା’ଙ୍କ ପୂଜା କଲେ ମା’ଙ୍କ…
Read More...

ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା ଆରମ୍ଭ, ପ୍ରଥମ ଦିନରେ ଶୈଳପୁତ୍ରୀ ବେଶରେ ଦର୍ଷନ ଦେଉଛନ୍ତି ମା’

ଭୁବନେଶ୍ଵର: ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଥାଏ । ଆଜି ନବରାତ୍ରୀରେ ପ୍ରଥମ ଦିନ । ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ ନବରାତ୍ରୀ ପୂଜା । ପ୍ରତିବର୍ଷ ଶରତ ଋତୁରେ ଏହି ନବରାତ୍ରୀ ପାଳନ କରାଯାଇଥାଏ । ତେବେ ବର୍ଷକର ୪ଟି…
Read More...

ଧରାବତରଣ କରିବେ ଜଗତଜନନୀ: ଆଜିଠୁ ଶକ୍ତି ପୀଠରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା

ଭୁବନେଶ୍ଵର: ଆଉ ଦିନ କେଇଟାରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଜଗତଜନନୀ । ଏଥିପାଇଁ ଚଳଚଞ୍ଚଳ ହେଲାଣି ସମସ୍ତ ଶକ୍ତିପୀଠ । ମା’ଙ୍କ ଆଗମନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଶାରଦୀୟ ପାର୍ବଣ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିବା ବେଳେ ଶକ୍ତିପୀଠ ଗୁଡ଼ିକରେ ମା ଙ୍କ ଷୋଡଶ ଉପଚାର ପୂଜା…
Read More...

ଦୁର୍ଗାପୂଜା ପୂର୍ବରୁ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୬ଟି ସ୍ଥାନରେ ହେବ ସୁଉଚ୍ଚ ତୋରଣ

କଟକ: ଦୁର୍ଗାପୂଜା ପୂର୍ବରୁ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । କଟକର ୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇଁ ଦିଆଗଲା ଅନୁମତି। ରାଣୀହାଟ, ଚାନ୍ଦିନୀଚୌକ, ବାଦାମବାଡ଼ି ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସେହିପରି ଖାନ୍‌ନଗର, ମାଲଗୋଦାମ, ଶିଖରପୁର ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଦୁଇଟି…
Read More...

ଏଥର ଭୁବନେଶ୍ୱରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟ ମନା

ଭୁବନେଶ୍ୱର:- ଦୁର୍ଗା ପୂର୍ଜା ପୂର୍ବରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଭୁବନେଶ୍ୱରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ମନା କରାଯାଇଛି । ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ପୂଜାକୁ ନେଇ BMCର ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି…
Read More...