ଟ୍ୱିନସିଟିରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ମାଙ୍କ ମୂର୍ତ୍ତି ପାଇଁ ମାଟି ସଂଗ୍ରହ
ଚଳିତ ବର୍ଷ କଟକ ଏବଂ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁର୍ଗାପୂଜା ପାଇଁ ମାଟି ସଂଗ୍ରହ। ଦୁର୍ଗାପୂଜା ପାଇଁ ଜନ୍ମାଷ୍ଟମୀରେ ପାରମ୍ପରିକ ମାଟି ସଂଗ୍ରହ କରାଯାଇଛି । ପୁରୁଣା ପରମ୍ପରା ଅନୁସରଣ କରି ପୂଜା କମିଟିମାନେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ତିଆରି ପାଇଁ ମାଟି ସଂଗ୍ରହ କରିବା ପୂର୍ବରୁ…
Read More...
Read More...