ନବମ ରାଉଣ୍ଡ ଗଣତି ଆରମ୍ଭ : ବିଜେପି ଆଗୁଆ
ଭଦ୍ରକ : ଆଜି ଧାମନଗର ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ହେଲେ ଏହାରି ଭିତରେ ବିଜେପି ଆଗେଇ ଚାଲିଛି । ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ ଥିବାବେଳେ ଏବେସୁଦ୍ଧା ଅଷ୍ଟମ ରାଉଣ୍ଡ ଗଣତି ଶେଷ ହୋଇଛି ।
ଆରମ୍ଭ ହୋଇଛି ନବମ ରାଉଣ୍ଡ । ଲଗାତାର…
Read More...
Read More...