ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା ;୬ ତାରିଖ ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ…
ଭୁବନେଶ୍ୱର:ବଢିଲା ବାତ୍ୟା ସମ୍ଭାବନା !ବଙ୍ଗୋପସାଗର ରେ ବାତ୍ୟା ନେଇ ବଢିଲା ସମ୍ଭାବନା।୬ ତାରିଖ ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହୋଇପାରେ ଘୃର୍ଣ୍ଣିବଳୟ। ପ୍ରଭାବ ରେ ୭ ରେ ସୃଷ୍ଟି ହେବ ଲଘୁଚାପ। ୮ ରେ ନେବ ଅବପାତ ରୂପ। କ୍ରମେ ଏହା ଉତ୍ତର ଦିଗକୁ ଗତି କରିବା ସମ୍ଭାବନା ରହିଛି।…
Read More...
Read More...