Browsing Tag

chinamayee swain

ସୋମବାର ବିଧାୟିକା ଭାବେ ଶପଥ ନେବେ ବର୍ଷା

ଭୁବନେଶ୍ୱର:ସୋମବାର ଶପଥ ନେବେ ପଦ୍ମପୁର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ବିଧାୟିକା ଭାବେ ଶପଥ ନେବେ ବର୍ଷା । ବିଜୟ ପରେ ଆଜି ବାଚସ୍ପତି ଙ୍କୁ ସୌଜନ ମୂଳକ ସାକ୍ଷାତ କରିଛନ୍ତି ବର୍ଷା । ବିଧାୟକ ସୁଶାନ୍ତ ସିଂ ଙ୍କ ସହିତ ବର୍ଷା ଆଜି ବାଚସ୍ପତି ଙ୍କୁ ଭେଟିଛନ୍ତି ।ଧାମନଗର…
Read More...

ପଦ୍ମପୁର ପରାଜୟର କାରଣ ଅନ୍ୱେଷଣ କରାଯିବ:ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର:ପଦ୍ମପୁର ପରାଜୟର କାରଣ ଅନ୍ୱେଷଣ କରାଯିବ । କଣ ପାଇଁ ଦଳ ହରିଲା ସମୀକ୍ଷା ପରେ ଜଣା ପଡ଼ିବ । ଏଥର ଗତ ଥର ଠାରୁ ଅଧିକ ଭୋଟ ମିଳିଛି । କିନ୍ତୁ ଏଥର ଭୋଟ ବ୍ୟବଧାନ ଅଧିକ ହେଲା । ଆକଳନ କରାଯାଇଥିବା ନିଶ୍ଚିତ ବିଜୟରେ ବାଧା ଆସିଛି । ହାରିବାର ଅନେକ କାରଣ ଅଛି । ବିଜେଡ଼ି ବିଜୟରେ…
Read More...

ଏମ୍ ଏସ ଏମ୍ ଇ କ୍ଷେତ୍ରରେ ନିବେଶ ହେଲେ, ଭବିଷ୍ୟତରେ ଅଧିକ ଚାକିରୀ ସୁଯୋଗ ରହିଛି :ନବୀନ ଜିନ୍ଦଲ

ଭୁବନେଶ୍ୱର:ଓଡିଶା ମୋର ଦ୍ଵିତୀୟ ଘର ଏବଂ ପ୍ରଥମ କର୍ମଭୂମି । ମୋ ବାପା ଏବଂ ବିଜୁ ବାବୁ ଉଭୟ ଚିନ୍ତା କରିଥିଲେ ଏଠି ଷ୍ଟିଲ ପ୍ଲାଣ୍ଟ କରିବାକୁ । ବର୍ତ୍ତମାନ ଏହା ନବୀନ ବାବୁଙ୍କ ପାଇଁ ସମ୍ଭବ ହେଲା । ତା ଛଡା ଅନ୍ୟ ତିନି ଜଣ ସଜ୍ଜନ, ପାର୍ଥ ଏବଂ ଅଭ୍ୟୁଦୟ ମଧ୍ୟ ଏଇନଭେସ୍ଟ କରୁଛନ୍ତି ।  ଏମ୍…
Read More...

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱର:ଚାଷୀ ପ୍ରସଙ୍ଗରେ ଦିଆଯାଇଥିବା ମୁଲତବୀ ନୋଟିସ ଆଲୋଚନା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ପଦ୍ମପୁର ଉପନିର୍ବାଚନ ପାଇଁ ଇନପୁଟ ସବସିଡି ଘୋଷଣା କଲେ ରାଜ୍ୟ ସରକାର । ଏତେ ବିଳମ୍ବରେ କାହିଁକି ସରକାରଙ୍କୁ ଇନପୁଟ…
Read More...

ପଦ୍ମପୁରରେ ବିଜେଡି ବିଧାୟକଙ୍କ ଉପରେ ଆକ୍ରମଣ ଆଶଙ୍କା ରହିଛି

ଭୁବନେଶ୍ୱର:ଜାମିନରେ ଆସିଥିବା ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ଷ୍ଟାର ପ୍ରଚାରକ । ପଦ୍ମପୁରରେ ବିଜେଡି ବିଧାୟକଙ୍କ ଉପରେ ଆକ୍ରମଣ ଆଶଙ୍କା ରହିଛି । ବିଜେପୁର ଉପନିର୍ବାଚନ ସମୟରେ ଏମାନେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ ।…
Read More...

ଘରେ କୁକୁର ରଖିବାକୁ ହେଲେ ପ୍ରଥମେ ବିଏମସି ପାଖରେ କରିବାକୁ ହେବ ପଞ୍ଜିକରଣ:ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ୱର: ଘରେ କୁକୁର ରଖିବାକୁ ହେଲେ ପ୍ରଥମେ ବିଏମସି ପାଖରେ କରିବାକୁ ହେବ ପଞ୍ଜିକରଣ । ନଚେତ କୁକୁର ରଖିବାକୁ ମିଳିବନି ଅନୁମତି । ଖୁବଶ୍ରୀଘ୍ର ଏନେଇ ଏସଓପି ଆସିବ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ପୋଷା କୁକୁର ରଖିବାକୁ ନେଇ ଇନଫୋସିଟି ଅଂଚଳରେ ତୁମୁଳକାଣ୍ଡ…
Read More...

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ) :- ପଦ୍ମପୁର ଉପନିର୍ବାଚନ ବିଜ୍ଞପ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଲା ବିଜ୍ଞପ୍ତି।ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ୧୮ରେ ଯାଞ୍ଚ। ନଭେମ୍ବର ୨୧ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ଡିସେମ୍ବର ୫ରେ ଭୋଟିଂ ,୮ ତାରିଖରେ…
Read More...

୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍:୧୨ ଆହତ

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):-ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟରାଜପଥର ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ୧୨ ଆହତ ହୋଇଥିବା ଜଣାପଡିଛି ।ବଲାଙ୍ଗିରରୁ ଭୁବନେଶ୍ୱର ଆସିବା ବାଟରେ ବସଟି ଓଲଟି ପଡିଥିଲା । ପ୍ରବଳ କୁହୁଡି କାରଣରୁ ବସଟି ବାଘମାରୀ ପେଟ୍ରୋଲ ପମ୍ପ ନିକଟରେ…
Read More...

ମାଓ ସଂଗଠନ ପକ୍ଷରୁ ଗୋନା ଠାରେ ମାଓ ପୋଷ୍ଟର

ରାଇଘର(ଲଳିତ ସୁନାନୀ):-ମାଓ ସଂଗଠନ ପକ୍ଷରୁ ଗୋନା ଠାରେ ମାଓ ବ୍ୟାନର ଓ ଲିପଲେଟ ଦେଖିବାକୁ ମିଳିଛି । କିଛି ଦିନର ବ୍ୟବଧାନ ପରେ ପୁଣି ଆଜି ସକାଳୁ ଦେଖିବାକୁ ମିଳିଛି ମାଓ ବ୍ୟାନର । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ଅନ୍ତର୍ଗତ ଗୋନା ଛକ ନିକଟରେ ଫୁଟାନଡ଼ା ଓ ହଲଦୀ ରାସ୍ତା…
Read More...

ବିଶ୍ୱ ସ୍ତରରେ ସମ୍ମାନିତ ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ

ଖଣ୍ଡପଡା: ବିଶ୍ୱ ସ୍ତରରେ ସମ୍ମାନିତ ହୋଇଛନ୍ତି ଭାରତ ପାଇଁ ପ୍ରତିନିଧିତ୍ୱ କରି ଖଣ୍ଡପଡାର ପୂବର୍ତନ ବିଧାୟକ ଅନୁଭବ ପଟ୍ଟନାୟକ । ତେବେ ଯୁକ୍ତରାଷ୍ଟ୍ର ଆମେରିକାରେ ‘ଲେଜିସ ଲେଟିଭ ଫେଲୋଜ ପ୍ରୋଗ୍ରାମ’ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭାରତ ପାଇଁ ପ୍ରତିନିଧିତ୍ୱ କରି ଯିଏ ଆଣିଦେଇଛନ୍ତି…
Read More...