Browsing Tag

bollywood

ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର

ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଧର୍ମେନ୍ଦ୍ର । ଜୀବନ ପାଇଁ ଏତେ ଦିନର ସଂଘର୍ଷ ପରେ ହି-ମ୍ୟାନ୍ ଘରକୁ ଫେରିଛନ୍ତି । ଧର୍ମେନ୍ଦ୍ରଙ୍କ ପରିବାର ତାଙ୍କୁ ହସ୍ପିଟାଲରୁ ଘରକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ…
Read More...

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛି ପରିବାର

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛି ପରିବାର । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା କହିଛନ୍ତି ଧର୍ମେନ୍ଦ୍ରଙ୍କ ଝିଅ ଇଶା । ବିଭିନ୍ନ ଗଣମାଧ୍ୟମରେ ତାଙ୍କର ମୃତ୍ୟୁ ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଝିଅ ଇଶା ଦେଓଲ । ତାଙ୍କ ଅଫିସିଆଲ୍…
Read More...

ଭାରତର ସବୁଠୁ ମହଙ୍ଗା ଆକ୍ସନ ଫିଲ୍ମ ‘କିଙ୍ଗ’, ବଜେଟ ୩୫୦ କୋଟି

ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ କିଙ୍ଗ ଦିନକୁ ଦିନ ବଡ଼ ହେବାରେ ଲାଗିଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିଦେ୍ର୍ଦଶିତ ଏହି ଆକ୍ସନ ଥ୍ରୀଲରକୁ ଭାରତରେ ନିର୍ମିତ ସବୁଠାରୁ ବଡ ଏବଂ ମହଙ୍ଗା ଆକ୍ସନ ସିନେମା ଭିତରୁ ଗୋଟିଏ ବୋଲି କୁହାଯାଉଛି । ଫିଲ୍ମର ବଜେଟ୍ ପ୍ରାୟ ୩୫୦ କୋଟି ଟଙ୍କା, ଏଥିରେ ଝଜକ ଏବଂ…
Read More...

ବଲିଉଡ ଅଭିନେତା ତଥା ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଆଜି ଜନ୍ମଦିନ

ବ୍ୟୁରୋ:- ବଲିଉଡ ଅଭିନେତା ତଥା ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଆଜି ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଥିଲେ ହେଁ ଆଜି ବି ସେ ନିଜ ଯୌବନ ବଜାୟ ରଖିଛନ୍ତି । ଫିଟନେସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଥିବା ଏହି ଅଭିନେତା ବର୍ତ୍ତମାନ ବି ନିଜର ଜଲୱା ଦେଖାଇ ଲୋକଙ୍କ ମନରେ ରାଜ କରୁଛନ୍ତି ।…
Read More...

ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ପାର୍ଥୋ ଘୋଷ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି

ନୂଆଦିଲ୍ଲୀ-: ସୋମବାର ଦିନ ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ପାର୍ଥୋ ଘୋଷଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ସେ ଶେଷ ନିଶ୍ୱାସ ନେବା ସମୟରେ ୭୫ ବର୍ଷ ବୟସରେ ଥିଲେ। ହିନ୍ଦୀ ସିନେମା ଇତିହାସରେ ଅନେକ କିମ୍ବଦନ୍ତୀ ନିର୍ଦ୍ଦେଶକ ଅଛନ୍ତି, ଯେଉଁଥିରେ ପାର୍ଥୋ ଘୋଷ ମଧ୍ୟ ସାମିଲ ଅଛନ୍ତି। ସେ ଜଣେ…
Read More...

ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି

ମୁମ୍ବାଇ-: ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଏଥର ମୁମ୍ବଇର ୱର୍ଲିସ୍ଥିତ ପରିବହନ ବିଭାଗର ହ୍ୱାଟ୍ସଆପ୍ ନମ୍ବରକୁ ମେସେଜ୍ ଜରିଆରେ ହତ୍ୟା ଧମକ ଆସିଛି । ଧମକପୂର୍ଣ୍ଣ ମେସେଜରେ ଅଭିନେତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି । ଏଥିସହ ତାଙ୍କ…
Read More...

ବଚ୍ଚନ ପରିବାରରେ ସମସ୍ତେ ଅଛନ୍ତି ଏକାଠି ଆସିଲା ବଡ ପ୍ରମାଣ….

ବ୍ୟୁରୋ : ବଚ୍ଚନ ପରିବାରରେ ଫାଟ ସୃଷ୍ଟି ହୋଇଥିବା କଥା କିଛି ମାସ ଧରି ବେଶ ଚର୍ଚ୍ଚା ହେଉଥିଲା । ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ୟ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ମନମାଳିନ୍ୟ ଏବଂ ଅଲଗା ରହିବା କଥା ସାମ୍ନାକୁ ଆସିଥିଲା । ଖାଲି ସେତିକି ନୁହେଁ ଅଭିଷେକଙ୍କ ଜୀବନରେ ଆଉ ଜଣେ ଅଭିନେତ୍ରୀଙ୍କ ଏଣ୍ଟ୍ରି…
Read More...

ବିଗ ବଜେଟ ଫିଲ୍ମ ‘ରାମାୟଣ’କୁ ନେଇ ଅଭିନେତ୍ରୀ ସାଇ ପଲ୍ଲଭି କଲେ ବଡ ଖୁଲାସା !

ବ୍ୟୁରୋ : ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ନୀତିଶ ତିୱାରୀଙ୍କ ‘ରାମାୟଣ’କୁ ବୋଲି ବର୍ଣ୍ଣନା କରାଯାଉଛି । ତେବେ ଚଳଚ୍ଚିତ୍ରର ବଜେଟ୍ ହେଉଛି ୮୩୫ କୋଟି ଟଙ୍କା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ନୀତୀଶ ତିୱାରୀ। ଯେତେବେଳେ କି, ଏହି ଚଳଚ୍ଚିତ୍ରର ସହ-ନିର୍ମାତା…
Read More...

ଅଶାଳୀନ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା : ଉର୍ଫିଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ : ଉର୍ଫି ଜାଭେଦ ତାଙ୍କର ଅଜବ ଗଜବ ଡ୍ରେସ ଏବଂ ବୋଲ୍ଡ ଅନଦାଜ ପାଇଁ ଶବୁବେଳେ ଲାଇମ ଲାଇଟରେ ରୁହନ୍ତି । ଉର୍ଫି ତାଙ୍କର ପୋଷାକ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚରେ ରୁହନ୍ତି । ପୋଶାକ ପାଇଁ ଆଳେଚନା ହେବା କିଛି ନୂଆ କଥା ନୁହେଁ । ପ୍ରତିଥର ଉର୍ଫି କିଛି ନୂଆ ଶୈଲୀର ପୋଶାକ…
Read More...

‘Dunki’ ଟିଜର ରିଲିଜ, ଜନ୍ମଦିନରେ ଫ୍ୟାନ୍ସଙ୍କୁ ସରପ୍ରାଇଜ

ମୁମ୍ବାଇ : ଚଳିତ ବର୍ଷ ସୁପର ଷ୍ଟାର ଶାହାରୁଖ ଖାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ଏହି ବର୍ଷ ତାଙ୍କର ବ୍ୟାକ ଟୁ ବ୍ୟାକ ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ରିଲିଜ ହୋଇଛି । ପଠାନ ଏବଂ ଯୱାନ ଦୁଇଟି ଯାକ ଫିଲ୍ମ ସୁପର ହିଟ ରହିଛି । ପୁଣି ଥରେ ଡିସେମ୍ବରରେ ତାଙ୍କର ‘ଡଙ୍କି’ ଫିଲ୍ମ…
Read More...