Browsing Tag

BJP

କେବଳ ଲୋକ ଦେଖାଣିଆ ପୂର୍ବ ସରକାର: ଧର୍ମେନ୍ଦ୍ର ପ୍ରଧାନ

ପୁଣି ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ । ଏନ୍‌ଇପି କାର୍ଯ୍ୟକାରିତା ନେଇ ତିନି ଦିନିଆ ଜାତୀୟ କର୍ମଶାଳାରେ ଯୋଗଦେଇ ଥିଲେ  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁଠାରେ ଧର୍ମେନ୍ଦ୍ର କହିଛନ୍ତି, ପୁରୁଣା ସରକାର କେବଳ ଲୋକ ଦେଖାଣିଆ ଭାବେ ଏନଇପିକୁ ଗ୍ରହଣ…
Read More...

ଆପରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଛନ୍ତି  କୈଳାଶ ଗେହଲଟ

 ନୂଆଦିଲ୍ଲୀ   : ବିଜେପିରେ  ସାମିଲ ହୋଇଛନ୍ତି ଆପର ପୂର୍ବତନ ନେତା କୈଳାଶ ଗେହଲଟ। ସେ ଗତକାଲି ଆପରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସକାଳେ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗେହଲଟ। ଆପରୁ ଇସ୍ତଫା ଦେବା ପରେ ଗେହଲଟ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା…
Read More...

ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ଭୁବନେଶ୍ବର : ପଦ୍ମ ଧରିଲେ ସୁନନ୍ଦା। ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ସୁନନ୍ଦା । ସୂଚନା ଅନୁଯାୟୀ , ସୁନନ୍ଦା ୨୦୧୯…
Read More...

ପାଣ୍ଡିଆନ ପାଈଁ ଲୋକପ୍ରିୟ ସରକାର ଚାଲିଗଲା : ପ୍ରସନ୍ନ ପାଟ୍ଟଶାଣୀ

ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପଟ୍ଟଶାଣୀଙ୍କ ବଡ ବୟାନ କହିଲେ ମୁଁ ବିଜେଡି ଲୋକ । ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦୁର୍ଭାଗ୍ୟ ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସି ନଥାନ୍ତି । ଅମର ଶତାପଥି ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି ।…
Read More...

କ୍ଷଣିକ ପୋଖରୀ ଭିତରେ ଛିଡା ହୋଇଛି କାର : ଗାଡ଼ିରୁ ବାହାରିଲେ କେନ୍ଦ୍ରମନ୍ତ୍ରୀ

ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଜଣେ ବିଶିଷ୍ଟ ନେତା ଶିବରାଜ ସିଂ ଚୌହାନ ନିକଟରେ ଝାଡ଼ଖଣ୍ଡ ଗସ୍ତ ସମୟରେ ବର୍ଷାରେ ଭିଜୁଥିବା କାଦୁଅ ରାସ୍ତାରେ ତାଙ୍କ ଗାଡି ଟି ଫସିଯାଇଥିଲା । ପ୍ରବଳ ବର୍ଷା ମଧ୍ୟରେ ସେ ବାହାରାଗୋରା ଠାରେ ଏକ ଜନସମାବେଶକୁ ଯାଉଥିବାବେଳେ…
Read More...

ବିଜେଡି ପ୍ରତ୍ୟାହୃତ କଲା ବନ୍ଦ ଡାକରା; ଆଇନ ମନ୍ତ୍ରୀ କହିଲେ- ମୁହଁକୁ ଲାଜ ନାହିଁ

ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅ।ସନ୍ତାକାଲି ୬ ଘଣ୍ଟିଆ  ଭୁବନେଶ୍ୱର  ବନ୍ଦ ଡାକରା ଦେଇଥିଲା ବିଜେଡି । ଆଜି ସେହି ବନ୍ଦ ଡାକରାକୁ ପ୍ରତ୍ୟାହାର କରି ନେଇଛି ଦଳ । ଯାହାକୁ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।…
Read More...

ନୂଆ ସରକାର ଗଠନର ୧୦୦ ଦିନ ପୂର୍ତ୍ତି ଅବସରରେ ପୁରୀରେ ରାଜ୍ୟସ୍ତରୀୟ ଉତ୍ସବ

ଭୁବନେଶ୍ବର : ଆଜି ପୁରୀ ଠାରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନୂଆ ସରକାର ୧୦୦ ଦିନ ମଧ୍ୟରେ  ସମସ୍ତ ପ୍ରମୁଖ ପ୍ରତିଶୃତି ପାଳନ କରିଛନ୍ତି।…
Read More...

ବିଜେପିରେ ସାମିଲ ହେଲେ ସୁଜିତ କୁମାର

ଭୁବନେଶ୍ୱର: ପଦ୍ମ ଧରିଲେ ସୁଜିତ କୁମର । ବିଜେପିରେ ସାମିଲ ହେଲେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ହେଲେ ସାମିଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ, ସାଂସଦ ଭର୍ତ୍ତୃହରିଙ୍କ ଉପସ୍ଥିତିରେ ସାମିଲ । ରାଜ୍ୟ ପ୍ରଭାରୀ ବିଜୟ ପାଲ୍ସିଂ ତୋମର ବି ଉପସ୍ଥିତ…
Read More...

ବିଜେପିରେ ସାମିଲ ହେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍

ନୂଆଦିଲ୍ଲୀ: ପଦ୍ମ ଧରିଲେ ଚମ୍ପାଇ ସୋରେନ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ବିଜେପିରେ ସାମିଲ ହୋଇଛନ୍ତି। ତେବେ ଆଜି ରାଞ୍ଚିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହୋଇଥିବା ସୂଚନା ରହିଛି । ତେବେ ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ…
Read More...

ବିଧବା ଓ ଛାତ୍ରବୃତି ପାଉଥିବା ଝିଅ ବି ପାଇବେ ‘ ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର:  ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ବଡ଼ ଘୋଷଣା।  ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା  ଟଙ୍କା । ଗୋଟିଏ ପରିବାର ଭିତରେ ତିନି ଜଣ ଥାନ୍ତୁ କି ଚାରି ଜଣ ମହିଳା ଥାନ୍ତୁ ସମସ୍ତେ ଭଦ୍ରା ଟଙ୍କା ପାଇବେ । ସେହିପରି ବିଧବା ମହିଳା କି ଝାତ୍ରବୃତ୍ତି…
Read More...