Browsing Tag

BJP

ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା । ୪୪ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପ୍ରଥମ ପର୍ଯ୍ୟାୟ ପାଇଁ ୧୫, ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୦ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି…
Read More...

ରାଜ୍ୟସଭା ନିର୍ବାଚନ : କାହିଁକି ଦୁଇ ଜଣଙ୍କୁ ପ୍ରାର୍ଥୀ କଲା ବିଜେପି ?

ଭୁବନେଶ୍ୱର : ଆଜି ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ମମତା ମହାନ୍ତ। କେବଳ ସେ ନୁହନ୍ତି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଓ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମମତା ନାମାଙ୍କନ…
Read More...

ଆଜି ହୋଇପାରେ ବଡ ପରିବର୍ତ୍ତନ : ବିଜେପିରେ ଯୋଗ ଦେଇପାରନ୍ତି ଚମ୍ପାଇ ସୋରେନ !

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ରାଜନୀତିରେ ବଡ ହଲଚଲ । ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଦିଳ୍ଲୀ ଗସ୍ତ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି ଯେ, ଆଜି ଜେଏମଏମ ଛାଡି ଚମ୍ପାଇ ସୋରେନ ବିଜେପିରେ ଯୋଗଦାନ କରିପାରନ୍ତି । ନିଜର ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ…
Read More...

ଖୋଲିବ ସବୁ ଗୁମର : କିଏ ହତ୍ୟାକାରୀ ଏଥର ଧରାପଡିବ ?

ଭୁବନେଶ୍ୱର : ସମସ୍ତ ବଡ ବଡ ହତ୍ୟା କାଣ୍ଡର ପର୍ଦାଫାଶ କରିବା ବିଜେପି ସରକାର । ବିଜେଡି ସରକାରର ଏକଛତ୍ରବାଦ ଶାସନରେ ହୈ ପ୍ରୋଫାଇଲ ହତ୍ୟାକାଣ୍ଡର ରହସ୍ୟ ଚାପି ହୋଇ ରହିଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ରୁ ଆରମ୍ଭ କରି ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ ଏବେବି ସନ୍ଦେହ…
Read More...

ଦେଶର ଅର୍ଥନୀତି ପ୍ରଭାବିତ କରିବାକୁ ଚକ୍ରାନ୍ତ: ବିଜେପି

ନୂଆଦିଲ୍ଲୀ: ଆମେରିକୀ କମ୍ପାନୀ ହିଣ୍ଡନବର୍ଗର ନୂଆ ରିପୋର୍ଟକୁ ନେଇ ଚର୍ଚ୍ଚା ଭିତରେ ମାର୍କେଟ ରେଗୁଲେଟୋରୀ ସେବି ମୁଖ୍ୟଙ୍କୁ ନେଇ ଏଥିରେ ଆସିଥିବା ଆପତ୍ତିଜନକ ରିପୋର୍ଟ ଉପରେ ବିରୋଧୀ ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ନେଇ ବିଜେପି ତରଫରୁ ହୋଇଛି ପ୍ରତିଆକ୍ରମଣ । ବିଜେପି ନେତା ରବିଶଙ୍କର…
Read More...

କଳାଟଙ୍କାର ପାହାଡ ସୃଷ୍ଟି କରିଥିବା ବିଜେଡି ସରକାରର ଗେହ୍ଲାପୁଅମାନେ ଏବେ ଜେଲ୍ ମୁହାଁ: ଅନିଲ ବିଶ୍ୱାଳ

ଭୁବନେଶ୍ୱର:  ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ୱରେ ଏକ “କରପ୍‌ସନ୍ କ୍ଲବ” ଚାଲିଥିଲା ନବୀନ ବାବୁ ଯଦି ସ୍ୱଚ୍ଛ ଥିଲେ ତାହାଲେ ଏତେ କୋଟିପତି ଦୁର୍ନୀତିଗ୍ରସ୍ତ ଅଫିସରମାନେ ଆସିଲେ କୁଆଡୁ? “ଜନଜାଗରଣ” ଯାତ୍ରା କରିବ ବୋଲି ଘୋଷଣା କରିଥିବା ବିଜେଡି ନିଜର ଗେହ୍ଲାପୁଅ ଦୁର୍ନୀତିଖୋରଙ୍କ ବିଷୟରେ…
Read More...

ଦିଲ୍ଲୀରୁ ଆସି ମନମୋହନଙ୍କ ଦମ୍ଭୋକ୍ତି : ୫ ବର୍ଷରେ ୧୦ ଗୁଣା କାମ କରିବୁ

ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ଦିଲ୍ଲୀରୁ ଫେରିବା ପରେ ଦମ୍ଭୋକ୍ତି କରିଛନ୍ତି । ୫ ବର୍ଷର ଶାସନ କାଳରେ ୧୦ ଗୁଣା କାମ ହେବ ବୋଲି ସେ କହିଛନ୍ତି । ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଓ ସଡ଼କ ପରିବହନ ମନ୍ତ୍ରୀ…
Read More...

ସରକାରଙ୍କୁ ଜଗିବେ ନବୀନଙ୍କ ଛାୟା ମନ୍ତ୍ରୀ ମଣ୍ଡଳ, ୫୦ ବିଧାୟକ ଜଗିବେ ୪୦ ବିଭାଗ

ଭବନେଶ୍ୱର : ବିରୋଧୀ ଦଳ ପାଇଁ ନୂଆ ମଡେଲ ଆଣିଲେ ନବୀନ | ରାଜ୍ୟରେ ବିଜେପି ସରକାରକୁ ଜଗିବା ପାଇଁ ନବୀନ ଗଢିଲେ ଛାୟା ମନ୍ତ୍ରୀ ମଣ୍ଡଳ | ଆସନ୍ତା 22 ତାରିଖରେ ଆରମ୍ବ ହେବାକୁ ଯାଉଛି ବିଧାନସଭା | ଏହା ପୂର୍ବରୁ ଦଳର ୫୦ ବିଧାୟକଙ୍କୁ ବାଣ୍ଟିଛନ୍ତି ସରକାରଙ୍କ ବିଭିନ୍ନ ବିଭାଗ। ବିଧାୟକମାନେ…
Read More...

ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି । ଦଳ ୨୪ଟି ରାଜ୍ୟର ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଛି। ବିଜୟପାଲ ସିଂ ତୋମର ଓଡିଶା ପ୍ରଭାରୀ ନିଯୁକ୍ତ ହୋଇଥିବାବେଳେ ଲତା ଉସେଡି ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ପୁରୀ ସାଂସଦ ସଂବିତ ପାତ୍ର…
Read More...

ବିଜେପିରେ ସାମିଲ ହେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ପ୍ରସନ୍ନ ପାଟ୍ଟଶାଣୀ । ବିଜେଡି ଛାଡି ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଦୁଇ ମାସ ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା, ଏଥିରେ ବିରାମ ଲାଗିଛି | ଦିଲ୍ଲୀରେ ଥିବା ନବ ନିର୍ବାଚିତ ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ…
Read More...