Browsing Tag

BJP

ସଂସଦୀୟ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଲେ ସାଂସଦ ବୈଜୟନ୍ତ ପଣ୍ଡା

ବ୍ୟୁରୋ-: ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସାର୍ବଜନୀନ ଉଦ୍ୟମ ସଂସଦୀୟ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି କରିଛନ୍ତି । ଆଜି ପ୍ରକାଶିତ ଏକ କମିଟିରେ ମୋଟ ଲୋକସଭା ସାଂସଦ ୧୫ ଜଣ ରହିଥିବା ବେଳେ ରାଜ୍ୟସଭାର ୭ ସାଂସଦଙ୍କୁ କମିଟିରେ ଜାଗା ମିଳିଛି । ତେବେ…
Read More...

ଓ୍ବାକଫ ମୁସଲମାନଙ୍କର କୌଣସି ଧାର୍ମିକ ସଂସ୍ଥା ନୁହେଁ, ବରଂ ଏକ ସାମ୍ବିଧାନିକ ସଂସ୍ଥା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟକୁ କହିଛନ୍ତି ଯେ ଅନେକ ୱାକଫ ସମ୍ପତ୍ତି କେବଳ ମୁସଲମାନମାନଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ଏଥିରେ ଅନ୍ୟ ସମ୍ପ୍ରଦାୟର ଅଧିକାର ଏବଂ ଦାବି ମଧ୍ୟ ଜଡିତ । ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଏହି ସମ୍ପତ୍ତିଗୁଡ଼ିକୁ ନିୟନ୍ତ୍ରଣ…
Read More...

ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ତ୍ୱରିତ ହୋଇଛି ପ୍ରକ୍ରିୟା

ଭୁବନେଶ୍ୱର-: ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ତ୍ୱରିତ ହୋଇଛି ପ୍ରକ୍ରିୟା । ୨୦ଟି ନୂଆ ଏନଏସି ପାଇଁ ଜିଲ୍ଲାରୁ ଆସିଲା ରିପୋର୍ଟ । ତର୍ଜମା ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଇଲା ନଗର ଉନ୍ନୟନ ବିଭାଗ । ବିଭାଗର ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଗଠନ ହେବ ଏନଏସି । ଏନେଇ ସୂଚନା…
Read More...

ଏପ୍ରିଲ ୨୪ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ସରକାର

ଭୁବନେଶ୍ୱର-: ଚଳିତ ମାସ ୨୪ ତାରିଖରେ ବଣ୍ଟନ ହେବ ନୂଆ ରାସନ କାର୍ଡ। ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏହି ନୂଆ ରାସନ କାର୍ଡ । ପଞ୍ଚାୟତିରାଜ ଦିବସରେ କାର୍ଡ ବାଣ୍ଟିବେ ସରକାର । ପୁରୀରେ ନୂଆ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପର୍ଯ୍ୟାୟ କ୍ରମେ ୫ ଲକ୍ଷ ୯୦ ହଜାର ନୂଆ…
Read More...

ଓଡ଼ିଶାକୁ ୪ହଜାର କୋଟିର ଭେଟି : ଓଡ଼ିଶାର ଭିତ୍ତିଭୂମି ବକାଶରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି

ଭୁବନେଶ୍ବର-: ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିଛନ୍ତି । ଯାହାଫଳରେ ଓଡ଼ିଶାର ଭିତ୍ତିଭୂମି ବକାଶରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି…
Read More...

ଡିଏମକେ କୁ ହରାଇବା ପାଇଁ ବିଜେପି ନୂଆ ଗୋଟି ଚାଳନା

ତାମିଲନାଡୁରେ ଶାସକ ଡିଏମକେ କୁ ହରାଇବା ପାଇଁ ବିଜେପି ନୂଆ ଗୋଟି ଚାଳନା କରିଛି । ଆଗାମୀ ୨୦୨୬ ବିଧାନସଭା ନିର୍ବାଚନ  ପାଇଁ ତାମିଲନାଡୁର ଆଞ୍ଚଳିକ ଦଳ ଏଆଇଏଡିଏମକେ(ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାଭିଡ଼ ମୁନ୍ନେତ୍ର କାଝାଗମ) ସହିତ ମେଣ୍ଟ କରିଛି । ଉଭୟ ଦଳ ପକ୍ଷରୁ ଶୁକ୍ରବାର ଏ ନେଇ ଘୋଷଣା…
Read More...

ଆମ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ବିଧାୟକମାନେ ପରସ୍ପର ମୁହାଁମୁହିଁ

ଶ୍ରୀନଗର-: ୱାକଫ୍ ଆଇନକୁ ନେଇ ଆଜି ମଧ୍ୟ ତୃତୀୟ ଦିନରେ ଜମ୍ମୁ କାଶ୍ମୀର ବିଧାନସଭା ପରିସରରେ ସଦସ୍ୟଙ୍କ ଭିତରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ଠେଲାପେଲା ପାଟିତୁଣ୍ଡ ସହ ମୁଥ ମରାମରି ହୋଇ ରଣକ୍ଷେତ୍ର ପାଲଟିଲା ବିଧାନସଭା ପରିସର । ତେବେ ୱାକଫ୍ ଆଇନ ଉପରେ ଗୃହରେ ଆଲୋଚନା ଦାବି ପରେ…
Read More...

ଆକାଉଣ୍ଟ ନମ୍ବର ଓ ଦଳ ଆକାଉଣ୍ଟ ନମ୍ବର ନେଇ ଚେକ କରନ୍ତୁ

ବ୍ୟୁରୋ-: ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆମ ଜୀବନ ଖୋଲା ବହି, ଦଳର ନେତାମାନଙ୍କ ଜୀବନ ବି ଖୋଲା । ତାରା ବାହିନୀପତିଙ୍କ ଅଭିଯୋଗ ଉପରେ ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି । ସୂଚନାଯୋଗ୍ୟ, ରାଜା ଚକ୍ରଙ୍କ ଓକିଲ…
Read More...

ଗଭୀର ସମୁଦ୍ର ଏବଂ ଶୟତାନ

ଭୁବନେଶ୍ୱର: (ଅଜୟ କୁମାର ମିଶ୍ର) ଆମ ଆଦମୀ ପାର୍ଟି, ଏହାର ନେତା ଅରବିନ୍ଦ କେଜ୍ରିୱାଲ ଏବଂ ଭାରତୀୟ ଜନତା ପାର୍ଟି ସମ୍ମୁଖରେ ବର୍ତ୍ତମାନ ଚ୍ୟାଲେଞ୍ଜ ରହିଛି। କେଜ୍ରିୱାଲ ପଞ୍ଜାବର ସରକାରକୁ ବଞ୍ଚାଇବା ଏବଂ ଚଳାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଭାରତୀୟ ଜନତା ପାର୍ଟି ସମ୍ମୁଖରେ ଚ୍ୟାଲେଞ୍ଜ…
Read More...

ଅନୁପ୍ରବେଶକାରୀଙ୍କ ବୟାନକୁ ନେଇ ରାହୁଲ ଗାନ୍ଧୀଙ୍କୁ ବିଜେପିର ପ୍ରଶ୍ନ

ସଂସଦରେ  ଚୀନ କଥା ଉଠାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଚୀନ ଓ ଭାରତ ସୀମା ଭିତରେ ଅନୁପ୍ରବେଶ କରି ପ୍ରାୟ ୪ହଜାର ବର୍ଗ କିଲୋମିଟ କବଜା କରିଥିବା ଅଭିଯୋଗ ଆଣି ମୋଦୀ ସରକାଙ୍କୁ ଶାଣିତ ଆକ୍ରମଣ କରିବା ପରେ ଏବେ ଏହାକୁ ବିଜେପି ଜୋରଦାର ବିରୋଧ କରିଛି…
Read More...