Browsing Tag

BJD

ନୂଆପଡ଼ା ଫଳାଫଳକୁ ନେଇ ବିଜେଡି ଆଣିଲା ବଡ଼ ଅଭିଯୋଗ, ନୂଆପଡ଼ାରେ ହୋଇଛି କାରସାଦି

ନୂଆପଡ଼ା: ନୂଆପଡା ଫଳାଫଳକୁ ନେଇ ବିଜେଡି ଆଣିଲା ବଡ଼ ଅଭିଯୋଗ । ନିର୍ବାଚନରେ କାରସାଦି ହୋଇଥିବା ଅଭିଯୋଗ କଲେ ସ୍ନେହାଙ୍ଗିନୀ ଛୁରିଆ । ଯେଉଁ ଭୋଟ ମେସିନ୍‌ରେ ଆସିଛି ମୁଁ ତାକୁ ଆଗ୍ରାହ୍ୟ କରୁଛି । ଫଳାଫଳକୁ ମୁଁ ଖଣ୍ଡନ କରୁଛି, ନିର୍ବାଚନ କମିଶନଙ୍କୁ ମଧ୍ୟ ନିନ୍ଦା କରୁଛି । ନିର୍ବାଚନ ଦିନ…
Read More...

ସୋସିଆଲ୍‌ ମିଡିଆରେ ବିଜେଡିକୁ ପୁଣି ଥରେ ପରୋକ୍ଷ ନିଶାନା କଲେ ଶ୍ରୀମୟୀ

Shreemayee slams BJD: ସୋସିଆଲ୍‌ ମିଡିଆରେ ବିଜେଡିକୁ ପୁଣି ଥରେ ପରୋକ୍ଷ ନିଶାନା କଲେ ଶ୍ରୀମୟୀ । ହୁତୁହୁତୁ ହୋଇ ଜଳିବା ଆରମ୍ଭ କଲାଣି ବିପ୍ଲବର ବହ୍ନି । ହାରିଲ ତ ନିର୍ବାଚନ, ଆଉ କେତେ କାହାକୁ କରିବ ନିଲମ୍ବନ । ଖାଲି କଣ ସେହିମାନଙ୍କୁ ମିଳିବ ଆରିସା, ଯେଉଁମାନେ ଜପିବେ ତାମିଲ ଚାଳିଶା…
Read More...

ନୂଆପଡ଼ା ଟ୍ରେଣ୍ଡ୍‌କୁ ନେଇ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ, ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’

ନୂଆପଡ଼ା: ନୂଆପଡ଼ା ଟ୍ରେଣ୍ଡ୍‌କୁ ନେଇ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ । ମହିଳାଙ୍କୁ ଅପମାନିତ କରି ଉଚିତ ଶିକ୍ଷା ପାଇଲା ୧ ନଂ କହୁଥିବା ଦଳ । ସୁବର୍ଣ୍ଣ ଲଙ୍କା ଶ୍ରୀହିନ ଓ କୁରୁବଂଶ ଧ୍ୱଂସ କହି କଟାକ୍ଷ କଲେ ଶ୍ରୀମୟୀ । ଅହଂକାର ପାଇଁ ଶୋଚନୀୟ ପରାଜୟ ନିଶ୍ଚିତ ବୋଲି କହିଛନ୍ତି ଶ୍ରୀମୟୀ ।…
Read More...

ନୂଆପଡ଼ା ଉପନିର୍ବାଚନ, ବିଜେପିର ବାଜିମାତ୍ ପରେ ବଢିଲା ବିରୋଧି ଦଳର ଗୋଷ୍ଠୀ କନ୍ଦଳ

Nuapada ByPoll: ନୂଆପଡ଼ା ଉପନିର୍ବାଚନରେ BJP ପ୍ରାର୍ଥୀ 'ଜୟ ଢୋଲକିଆ'ଙ୍କ ବିଜୟ ପ୍ରାୟ ନିଶ୍ଚିତ। ସେ ତାଙ୍କ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବହୁତ ଭୋଟ୍ ଆଗରେ ରହିଛନ୍ତି। ଏହି ଖବର ପାଇବା ପରେ ନିଜ ପରିବାର ସହ ଖୁସି ବାଣ୍ଟିଛନ୍ତି ଜୟ ଢୋଲକିଆ। ସେପଟେ କିନ୍ତୁ ମାଟି କାମୁଡି ପଡିଛି…
Read More...

ବିଜେଡିର ଅଣଦେଖା ମୃତ୍ୟୁର ଅନ୍ୟତମ କାରଣ: ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ

ଭୁବନେଶ୍ଵର: ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନାଙ୍କର ମର୍ମଭରା ଅଭିବ୍ୟକ୍ତି। ସ୍ୱାସ୍ଥ୍ୟ ଖରାପ ଥିଲା ବେଳେ ବିଜେଡି ନେତାଏ ପଚାରିଲେ ନାହିଁ। ଫୋନ୍‌ କଲେନି କି ହସ୍ପିଟାଲ୍‌ ଚିକିତ୍ସା ନେଇ ପଚାରିଲେନି। ବିଜେଡିର ଅଣଦେଖା ମୃତ୍ୟୁର ଅନ୍ୟତମ କାରଣ । ସେ ଆହୁରି କହିଛନ୍ତି,…
Read More...

ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ପୋଲିସର ଚଢ଼ାଉ

ଭୁବନେଶ୍ଵର: ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ଚଢ଼ାଉ । ନୂଆପଡ଼ା ଖରିଆର୍ ରୋଡ୍‌ରେ ରହୁଥିବା ଘରେ ପୋଲିସର ଚଢ଼ାଉ । କହିରଖୁଛୁ ଯେ, ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ବରେ ଅଛନ୍ତି ପ୍ରୀତିରଞ୍ଜନ । ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଭଡ଼ା ଘରେ ପୋଲିସର ଚଢ଼ାଉ।…
Read More...

ନୂଆପଡ଼ା ଉପନିର୍ବାଚନ: ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ । ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ବିଜେପିରୁ ନାମାଙ୍କନପତ୍ର ଦାଖଲ କରିଥିଲେ ଜୟ ଢୋଲକିଆ । ସେହିପରି କଂଗ୍ରେସରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଘାସିରାମ…
Read More...

ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି, ପ୍ରଥମେ ଅଛି ନବୀନଙ୍କ ନାଁ

ନୂଆପଡ଼ା: ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି । ନୂଆପଡା ପ୍ରଚାର ମୈଦାନରେ ବିଜେଡିର ମଙ୍ଗ ଧରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଲିକାରେ ନବୀନଙ୍କ ନାଁ ପ୍ରଥମେ ରହିଛି । ବିଜେଡି ଦଳର ବିଧାୟକ ଓ ବରିଷ୍ଠ ନେତାମାନେ ମଧ୍ୟ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ…
Read More...

ସମସ୍ତଙ୍କ ସହମତିରେ ମତେ ପ୍ରାର୍ଥୀ କଲେ: ସ୍ନେହାଙ୍ଗିନୀ

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡ଼ିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ, ବାହାରିଆ ନୁହେଁ । ମୁଁ ପ୍ରାର୍ଥୀ ବାଛିବା କମିଟିରେ ଥିଲି, ସମସ୍ତଙ୍କ ସହମତିରେ ମତେ ପ୍ରାର୍ଥୀ କଲେ ବୋଲି କହିଛନ୍ତି…
Read More...

ପୋଲିସ SI ପରୀକ୍ଷା ଜାଲିଆତି ଘଟଣା; CBI ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ଵର: ପୋଲିସ SI ପରୀକ୍ଷା ଜାଲିଆତି ଘଟଣାରେ CBI ତଦନ୍ତ ଦାବି କଲା ବିଜେଡି । ଏନେଇ ଏକ ପ୍ରେସ୍‌ମିଟ୍‌ କରି CBI ତଦନ୍ତ ଦାବି କଲେ ପ୍ରଶାନ୍ତ ମୁଦୁଲି, ଲେନିନ ମହାନ୍ତି । OPRB ପ୍ରଥମେ ITIକୁ ପରୀକ୍ଷା କରିବା ପାଇଁ ଟେଣ୍ଡର ଦେଇଥିଲା । ପରେ ସିଲିକନ ଟେକ୍‌ ଲ୍ୟାବ ସଂସ୍ଥାକୁ…
Read More...