Browsing Tag

BJD

ପାଟକୁରାବାସୀଙ୍କ ପାଇଁ ଆସିବେ ଭଲ ମୁଖିଆ : ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଛି ତା'ର କାରଣ କହିଛନ୍ତି ନବୀନ । ତେବେ ନାଁ ନନେଇ ସେ ସିଧାସଳଖ ନିଶାନା କରିଛନ୍ତି ନବୀନ । ନବୀନ କହିଛନ୍ତି, ମୁଁ ଜଣଙ୍କୁ…
Read More...

ନବୀନଙ୍କ ଉତ୍ତରାଧିକାରୀ ନେଇ ବଡ କଥା କହିଲେ ସମ୍ବିତ ରାଉତରାୟ ।

ବିଜେଡି ଦଳରେ ଦଳୀୟ ଅସନ୍ତୋଷ ଓ କନ୍ଦଳ ମଧ୍ୟରେ ବିଜେଡି ନେତା ସମ୍ବିିତ ରାଉତରାୟ ଆଉ ଏକ ବଡ ଖୁଲାସା କରିଛନ୍ତି । ଯାହା ପୁଣି ଥରେ ବିଜେଡି ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଠିଆ କରୁଛି ସେ କହିଛନ୍ତି, ଅନେକ ନେତା ନିଜ ବ୍ୟକ୍ତିଗତ ଉଦ୍ୟମରେ ରାଜନୈତିକ ଭବିଷ୍ୟତ ଦେଖୁଛନ୍ତି। ଦଳରେ ତ୍ରୁଟି…
Read More...

ଗଞ୍ଜାମରେ ବିଜେଡି ସ୍ଥିତି ଦୁର୍ବଳ ହେଉଛି, କାହିଁକି ଏମିତି କହିଲେ ଲତିକା…

ଗଞ୍ଜାମ୍: ଗଞ୍ଜାମରେ ବିଜେଡି ସ୍ଥିତି ଦୁର୍ବଳ ହେଉଛି କହିଲେ ଲତିକା ପ୍ରଧାନ । ଗଞ୍ଜାମ ନେତାଙ୍କୁ ଦାୟିତ୍ଵ ନ ଦେବାରୁ ସଂଗଠନ ଅତି ଦୁର୍ବଳ ହୋଇଯାଇଛି । ବିକ୍ରମ ପଣ୍ଡା ଦାୟିତ୍ଵ ନେବା ପରେ ଧୀରେ ଧୀରେ ରିକଭରି କରୁଥିଲୁ । ନବୀନଙ୍କ ନିଜ ନିର୍ବାଚନ ମଣ୍ଡଳୀ ହେଲେ ବି ସେ ସମୟ ଦେଇପାରି…
Read More...

ପୁଣି ସୋସିଆଲ୍ ମିଡିଆରେ ବିଜେଡିକୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ଵର: ପୁଣି ସୋସିଆଲ୍ ମିଡିଆରେ ବିଜେଡିକୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ । ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ ଶ୍ରୀମୟୀଙ୍କ ଆକ୍ଷେପ । ବିଜେଡି ଯୁବନେତାଙ୍କ ବଣଭୋଜିର ଗୁମର ଖୋଲିଦେଲେ ଶ୍ରୀମୟୀ…
Read More...

ତେଜୁଛି ନବୀନ ପଟ୍ଟନାୟକଙ୍କ ବର୍ଦ୍ଧିତ ଦରମା ନ ନେବା ରାଜନୀତି, ମୁହଁ ଖୋଲିଲେ ବିଜେପି, କଂଗ୍ରେସ

ଭୁବନେଶ୍ଵର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବା ଘୋଷଣାକୁ ନେଇ ତେଜୁଛି ରାଜନୀତି । ନବୀନଙ୍କୁ ଆକ୍ଷେପ କରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ଟାର୍ଗେଟ୍ କରି ବିଜେପି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ନବୀନ ବାବୁ ବହୁତ ଧନୀ ଲୋକ । ଏ ସବୁ ଡ୍ରାମା…
Read More...

ପ୍ରଫୁଲ୍ଲଙ୍କ ୨ ପୁଅ ବିଜେପିରେ ମିଶିଲେ, କଡା ସମାଲୋଚନା କଲେ ବ୍ୟୋମକେଶ

ବିରୋଧୀ ଦଳ ବିଜେଡି ପାଇଁ ଏକ ବଡ଼ ଲଜ୍ଜାର ବିଷୟ ପାଲଟିଛି। ଛଅ ଥର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଏବଂ ଭଉଣୀ ବିଜେପିରେ ଯୋଗ ଦେଇଛନ୍ତି। ସାମଲଙ୍କ ପୁଅ ପ୍ରୟାସକାନ୍ତି ଏବଂ ପ୍ରଣିତକାନ୍ତି, ତାଙ୍କ ଭଉଣୀ ଉର୍ମିଳା ନାୟକଙ୍କ ସହିତ ଦଳର ରାଜ୍ୟ ଶାଖା ସଭାପତି ମନମୋହନ ସାମଲ ଏବଂ…
Read More...

ବିଜେଡିକୁ ଶକ୍ତ ଝଟ୍‌କା, ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ ଓ ଭଉଣୀ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା । ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ ଓ ଭଉଣୀ । ପ୍ରୟାସକାନ୍ତି ସାମଲ, ପ୍ରଣିତକାନ୍ତି ସାମଲ ବିଜେପିରେ ମିଶିଲେ । ପ୍ରଫୁଲ୍ଲଙ୍କ ଭଉଣୀ ଉର୍ମିଳା ନାୟକ ମଧ୍ୟ ବିଜେପିରେ ମିଶିଲେ । ୩୦ ସରପଞ୍ଚ ଓ ୩୫ ସମିତି ସଭ୍ୟ ମଧ୍ୟ ବିଜେପିରେ ମିଶିଲେ ।…
Read More...

ଭଦ୍ରକରେ ଭୁଶୁଡ଼ୁଛି ବିଜେଡ଼ି ଗଡ଼, ବୈଠକ ଡାକିଲେ ବିଜେଡି ସୁପ୍ରୀମୋ

ଭୁବନେଶ୍ଵର: ଭଦ୍ରକରେ ଭୁଶୁଡ଼ୁଛି ବିଜେଡ଼ି ଗଡ଼ । ଗୋଟିଏ ପରେ ଗୋଟିଏ ବିଜେଡ଼ି ବ୍ଲକ୍ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଦଳ ଛାଡ଼ୁଛନ୍ତି । ଏହା ପରେ ସମିତି ସଭ୍ୟମାନେ ମଧ୍ୟ ଏହି ଧାରାରେ ସାମିଲ ହୋଇଛନ୍ତି । ପ୍ରଥମେ ତିନି ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେବା ପରେ ଏବଂ ୫ ଜଣ ସମିତି ସଭ୍ୟ ଓ ବହୁ…
Read More...

ଗୃହରେ ପାଣ୍ଡିଆନ ଝଡ: ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ

ଭୁବନେଶ୍ଵର: ଗୃହରେ ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ । ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକମାନେ କାଗଜ ବାଘ ଥିଲେ । ରାଜା ଭାଇଙ୍କୁ ଆହ୍ୱାନ, ନବୀନଙ୍କୁ ନେଇ ଗୋଟିଏ ବହି ଲେଖାଯାଉ ।…
Read More...

ମୁହାଁମୁହିଁ ହେଲେ ପ୍ରମିଳା-ଦେବାଶିଷ୍, ପରସ୍ପରକୁ କଲେ ଟାର୍ଗେଟ୍

ଭୁବନେଶ୍ଵର: ଦଳ ଛାଡିବା ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରଣ ବୟାନ । ନବୀନ ବାବୁ ମୋତେ ଫୋନ୍ କଲେ, ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ ବୋଲି କହିଛନ୍ତି ଦେବାଶିଷ । ସେ ଆହୁରି କହିଛନ୍ତି, ମୁଁ ତାଙ୍କ ହିସାବରେ ଭୋଟ୍ ଦେବାକୁ ଯାଇନଥିଲି । କିଛି ଲୋକ ନବୀନ ବାବୁଙ୍କୁ…
Read More...