Browsing Tag

bihar

ସମ୍ବର ନଦେବାରୁ ଫାଇନ ଦେଲେ ମାଲିକ

ପାଟନା: ଦୋଷା ସାଙ୍ଗରେ ସମ୍ବର ନ ଦେବାରୁ ମାଲିକଙ୍କୁ ଦେବାକୁ ପଡିଛି ଫାଇନ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ । ଏପରି ଏକ ଘଟଣା ଘଟିଛି ବିହାରରେ । ଜଣେ ଗ୍ରାହକ ରେସ୍ତୋରାଁରେ ଦୋଶା ଖାଇବାକୁ ଯଇିଥିଲେ । ସେଠାରେ ତାଙ୍କୁ ସ୍ପେଶାଲ ମଶଲା ଦୋସା ସହିତ ସମ୍ବର ନଦେବାରୁ ରେସ୍ତେରାଁ…
Read More...

ପରିବାର ଲୋକେ ଯାହାକୁ ମୃତ ବୋଲି ଭାବୁଥିଲେ, ସେ ମୋମୋସ୍ ଖାଉଥିବା ଅବସ୍ଥାରେ ମିଳିଲେ

ନୋଏଡ଼ା: ବିହାର ଭାଗଲପୁର ଅଞ୍ଚଳର ଜଣେ ନିଖୋଜ ବ୍ୟକ୍ତିଙ୍କୁ ନୋଏଡ଼ାର ଏକ ‘ମୋମୋସ୍’ ଦୋକାନରୁ ତାଙ୍କ ଶଳା ପାଇଛନ୍ତି । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଚଳିତ ବର୍ଷ ଜାନୁଆରି ମାସରେ ନିଖୋଜ ହେବା ପରେ ମୃତ ବୋଲି ଧରିନିଆଯାଇଥିବା ବିହାରର ଭାଗଲପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ…
Read More...

ବିଚିତ୍ର ଶିଶୁର ଜନ୍ମ: ଅଛି ଚାରୋଟି ହାତ, ଚାରୋଟି ଗୋଡ଼ ଏବଂ ଦୁଇଟି ହୃଦୟ

ଅନେକ ସମୟରେ ବିଚିତ୍ର ଶିଶୁ ଜନ୍ମ ହେବା ଘଟଣା ସାମ୍ନାକୁ ଆସିଛି । କିନ୍ତୁ ୪ଟି ହାତ, ୪ଟି ଗୋଡ଼ ଏବଂ ଦୁଇଟି ହୃଦୟ ଥିବା ଶିଶୁ ଜନ୍ମ ହେବା ଘଟଣା ନିଆରା । ଏଭଳି ଏକ ଘଟଣା ବିହାର ଛପରା ସହରର ଶ୍ୟାମଚକ ମହଲାସ୍ଥିତ ଏକ ପ୍ରାଇଭେଟ ନର୍ସିଂ ହୋମରେ ଦେଖାଯାଇଛି । ଜଣେ ମହିଳା ଏଭଳି ଏକ ବିଚିତ୍ର…
Read More...

ନୀତିଶ କୁମାରଙ୍କୁ ବଡ଼ ଝଟକା; ମନ୍ତ୍ରୀମଣ୍ଡଳରୁ ମାଞ୍ଝୀଙ୍କ ଇସ୍ତଫା

ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ୍ ମାଞ୍ଝୀଙ୍କ ପୁଅ ସନ୍ତୋଷ ମାଞ୍ଝୀ । ଏହାକୁ ନେଇ ନୀତିଶ କୁମାରଙ୍କ ମହାମେଣ୍ଟ ସରକାରକୁ ବଡ ଝଟକା ଲାଗିଛି । ସେ ତାଙ୍କର ଇସ୍ତଫା ବିଷୟରେ ସଂସଦୀୟ କାର୍ୟ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କୁ…
Read More...

ବାହାନଗା ଟ୍ରେନ୍ ଟ୍ରାଜେଡି; ସରକାରୀ ଚାକିରି ଲୋଭରେ ମୃତ ମା’କୁ ଆଉ ଥରେ ମାରିଦେଲା ପୁଅ

ନୂଆଦିଲ୍ଲୀ: ବାହାନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଦୁର୍ଘଟଣା ଜନିତ କ୍ଷତିପୂରଣ ପାଇବା ପାଇଁ କିଛି ଅସାଧୁ ଲୋକ ମିଛ କହି ଧରାପଡ଼ିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ତେବେ ସରକାରୀ ଚାକିରି ପାଇବା ପାଇଁ ଜଣେ ଯୁବକ ମିଛ କହି ଧରାପଡ଼ିବା ଘଟଣାଟି…
Read More...

ବିୟୁଟି ପାର୍ଲରରେ କନିଆକୁ ଗୁଳି କଲେ କନେଷ୍ଟବଳ ।

ବିୟୁଟି ପାର୍ଲରରେ କନିଆକୁ ଗୁଳି କଲେ କନେଷ୍ଟବଳ । ଏ ଘଟଣା ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ ପାର୍ଲରେ କାମ କରୁଥିବା ଅନ୍ୟ ମହିଳା କିନ୍ତୁ ଚକମା ଦେଇ ଖସି ପଳାଇଥିଲେ ପୋଲିସ କର୍ମୀ । ହଁ ଦର୍ଶକ ବନ୍ଧୁ ନିଜ ବାହାଘରକୁ ନେଇ କେତେ ସ୍ୱପ୍ନ ଦେଖିଥିବ କନିଆ କିନ୍ତୁ ସେ ସବୁ ପାଣି ଫୋଟୋକାପରି…
Read More...

ବିହାରରେ ଭୂକମ୍ପ ,ରିକ୍ଟର ସ୍କେଲରେ ୪.୩ ତୀବ୍ରତା ଅକଳନ

ପାଟନା: ପୁଣି ଥରେ ଭାରତରେ ଅନୁଭୁତ ହୋଲା ଭୂକମ୍ପର ଝଟକା । ଭୂମିକମ୍ପରେ ଥରିଲା ବିହାର । ଆଜି ଭୋର ୫ଟା ୩୫ରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ପୂର୍ଣ୍ଣିଆ, ଅରରିଆ, ଭାଗଲପୁର ସମେତ ଅନେକ ଜିଲ୍ଲା ଭୁକମ୍ପରେ ଥରିଛି । ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିବା ବେଳେ ରିକ୍ଟର ସ୍କେଲରେ…
Read More...

ବିହାରର ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇ ବନ୍ଧା ହେଲା ଯୁବକ

ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ସୁରଟରୁ ଗିରଫ କଲା ପୁଲିସ। ଗୁପ୍ତ ସୂଚନା ମିଳିବା ପରେ ବିହାର ପୋଲିସ ସୁରଟ କ୍ରାଇମ ବ୍ରାଞ୍ଚଠାରୁ ସାହାଯ୍ୟ ମାଗିଥିଲା। କ୍ରାଇମ ବ୍ରାଞ୍ଚ ଲସ୍କାନାରୁ ଯୁବକଙ୍କୁ ଧରି ବିହାର ପୋଲିସକୁ ହସ୍ତାନ୍ତର…
Read More...

ଲ୍ୟାଣ୍ଡ ଫର ଜବ ସ୍କାମରେ ମିଳିଳା ଜାମିନ

ଭୁବନେଶ୍ୱର: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ସୁପ୍ରିମୋ ଲାଲୁ ଯାଦବ ଓ ତାଙ୍କ ପରିବାରକୁ ମିଳିଛି ଜାମିନ । ଜମି ବଦଳରେ ଚାକିରି ଦେବା ଦୁର୍ନୀତିରେ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ମିଳିଲା ଜାମିନ । ତେବେ ଜାମିନ ମିଳିବା ପରେ ମାର୍ଚ୍ଚ ୨୯ରେ ଏହି ମାମଲାର ପରବର୍ତ୍ତୀ…
Read More...

ଉଦ୍ଧାର ହେଲା ଗୁପ୍ତଚର ଇଗଲ

ବିହାର : ଗୁପ୍ତଚର ଇଗଲ ବିହାରର ଦରଭଙ୍ଗା ଜିଲ୍ଲାରୁ ଉଦ୍ଧାର ହେଲା । ଇଗଲ ଶରୀରେ ଏକ କ୍ୟାମେରା ଭଳି ଡିଭାଇସ ଲାଗିଥିବା ଦେଖିବାକୁ ମିଳିଛି । ତାର ପାଦରେ ଏକ ରିଙ୍ଗ ବନ୍ଧା ହୋଇ ସେଥିରେ କିଛି ଲେଖା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ସନ୍ଦିଗ୍ଧ ଇଗଲକୁ ଦେଖି ଗ୍ରାମବାସୀ ବହେଡା ଥାନା…
Read More...