Browsing Tag

bihar

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ ; ୭ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବନ

ବେଗୁସରାଇ: ବିହାରର ବେଗୁସରାଇରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ରାସ୍ତା ଉପରେ ଚାଲୁଥିବା ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ମାଡକରିଥିଲେ | ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହି ପୂରା ଘଟଣା…
Read More...

ମୁର୍ମୁଙ୍କ ସହ ମୋର କୌଣସି ଶତ୍ରୁତା ନାହିଁ : ତେଜସ୍ୱୀ ଯାଦବ

ଭୁବନେଶ୍ୱର: ବିହାରରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ସୋମବାର ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଶେଷ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ସାଂସଦ ଏବଂ ବିଧାୟକମାନେ କାହାକୁ ଭୋଟ୍ ଦେବା ଉଚିତ୍, ସେମାନେ ଏହି ପଦରେ ଠିଆ ହୋଇଥିବା ପ୍ରାର୍ଥୀଙ୍କ କଥା ଶୁଣିବା ପରେ ହିଁ ନିଷ୍ପତ୍ତି…
Read More...

“ଯଶୱନ୍ତଙ୍କ କଲ୍ ରିସିଭ୍ କଲେ ନାହିଁ ବିହାର ମୁଖ୍ୟମନ୍ତ୍ରୀ”

ଭୁବନେଶ୍ୱର: ଆଉ କିଛି ଦିନପରେ ଦେଶରେ ହେବ ରାଷ୍ଟ୍ରପତି ନିର୍ବାଚନ । ଦେଶ ପାଇବ ନୂଆ ରାଷ୍ଟ୍ରପତି । ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସମର୍ଥନ ମାଗିବା ପାଇଁ…
Read More...

ନିଜ ଝିଅକୁ ଜୀବନ୍ତ ପୋତିଲା ମାଆ

ବିହାର: ପୁଣି ଅଲୋଡା ଶିଶୁ କନ୍ୟା । ମାଟି ତଳୁ ବାହାରିଲା ଜୀବନ୍ତ ଶିଶୁ କନ୍ୟା । ନିଜ ଝିଅକୁ ଶ୍ମସାନ ମାଟି ତଳେ ଜୀବନ୍ତ ସମାଧି ଦେଇଥିଲା ମାଆ । ମାଆ ସିନା ମାରି ଦେଉଥିଲା ହେଲେ ତାକୁ ରକ୍ଷା କରିଛନ୍ତି ଭଗବାନ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ବିହାରର କୋପା ପୋଲିସ ଷ୍ଟେସନ…
Read More...

ବିହାରରେ ବଜ୍ରପାତରେ ୧୬ ଜଣଙ୍କ ମୃତ୍ୟୁ

ବିହାର: ବଜ୍ରପାତରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ବିହାରର । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଏଥିସହ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ…
Read More...

୪ ବର୍ଷର ପିଲାକୁ ସାପ କାମୁଡ଼ିବାପରେ ମରିଗଲା କିଙ୍ଗ୍‌ କୋବ୍ରା

ବିହାର: ଦୁନିଆରେ ବେଳେବେଳେ ଏମିତି ଅଦ୍ଭୁତ କଥାଘଟିଯାଏ , ଯାହା ସମସ୍ତଙ୍କୁ ଚକିତ କରିଦିଏ। ଏବେ ବିହାରର ଗୋପାଳଗଞ୍ଜରେ ସାମ୍ନାକୁ ଆସିଛି ସେଭଳି ଏକ ଘଟଣା। ଏଠାରେ ଏକ ବିଷାକ୍ତ ସାପ ଏକ ୪ ବର୍ଷର ପିଲାକୁ କାମୁଡ଼ି ଦେଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କାମୁଡ଼ିବାର କିଛି ସମୟ ପରେ ସାପର…
Read More...

୧୦ ବର୍ଷ ଜେଲ ଦଣ୍ଡ ଭୋଗିବେ ବାହୁବଳୀ ବିଧାୟକ

(ପାଟଣା) : ଆରଜେଡିର ବାହୁବଳି ବିଧାୟକ ଅନନ୍ତ ସିଂହଙ୍କୁ ବିହାରର ଲଦମା ସ୍ଥିତ ନିଜର ପୈତୃକ ବାସଭବନରେ ଏକେ-୪୭ ଓ ଗ୍ରେନେଡ୍ ରଖିବାର ମାମଲାରେ କୋର୍ଟ ୧୦ ବର୍ଷର ସଜା ଶୁଣାଇଛନ୍ତି। ଏମପି-ଏମଏଲଏ କୋର୍ଟ ଏହି କେସ୍‌ରେ ନିଜର ରାୟ ଦେଇଛନ୍ତି। ମୋକମାର ବିଧାୟକ ଅନନ୍ତ ସିଂହ ଏବେ ପାଟନାର ବେଉରୁ…
Read More...

ଅଗ୍ନିପଥ ନିଆଁ : ଯାତ୍ରୀ ଫେରିପାଇବେ ଟିକେଟର ପଇସା

(ବିହାର) : ଦେଶରେ ଲଗାତାର ଭାବେ ଅଗ୍ନିପଥର ଯୋଜନା ନିଆଁ ହୁହୁ ହୋଇ ମାଡିଚାଲିଛି । ଅଗ୍ନିପଥ ଯୋଜନା ଲାଗୁ କରିବା ନେଇ ବାଧା ପ୍ରାପ୍ତ ହୋଇଛି ରେଳ ସେବା । ସୋମବାର ଅପରାହ୍ନ ସୁଦ୍ଧା ଦେଶରେ ବାତିଲ ହୋଇଛି ୭୪୨ଟି ଟ୍ରେନ । ରବିବାର ମଧ୍ୟ ୪୮୩ଟି ଟ୍ରେନଯାତ୍ରାକୁ ବାତିଲ କରାଯାଇଥିଲା । ତେବେ…
Read More...

ବିହାର ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଢେଲା ମାଡ

ବିହାର: ଅଗ୍ନିପଥ ଯୋଜନାକୁ ନେଇ ଦେଶ ସାରା ହିଂସା ବ୍ୟାପିବାରେ ଲାଗିଛି। ତେବେ ଏହାକୁ ନେଇ ବିହାରରେ ଆନ୍ଦୋଳନକାରୀ ଛାତ୍ରମାନେ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ବାସଭବନ ଉପରକୁ ଢେଲା ପଥର ମାଡ କରିଛନ୍ତି। ସେହିପରି ବିଜେପି ମୁଖ୍ୟ ସଞ୍ଜୟ ଜୟଶ୍ୱାଲଙ୍କ ଘର ଉପରକୁ ମଧ୍ୟ ଆନ୍ଦୋଳନକାରୀମାନେ…
Read More...

ଅଗ୍ନିପଥକୁ ବିରୋଧ : ବାଲିଆ ରେଳ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା

(ବିହାର) : ତୃତୀୟ ଦିନରେ ପହଞ୍ଚିଛି ଅଗ୍ନିପଥ ଯୋଜନାକୁ ବିରୋଧ କରି ଆନ୍ଦୋଳନ । ଅଗ୍ନିପଥ ଯୋଜନାର ମାଧ୍ୟମରେ ସେନାରେ ନୂଆ ନିଯୁକ୍ତି ପ୍ରିକୟିୟାକୁ ବିରୋଧ କରି ହଙ୍ଗାମା ଜାରି ରହିଛି। ଆଜି ସକାଳେ ଉତ୍ତରପ୍ରଦେଶର ବାଲିଆ ରେଳ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଉତ୍ତ୍ୟକ୍ତ ଜନତା…
Read More...