Browsing Tag

bihar

ବିହାରର ମୋତିହାରୀ ଜିଲ୍ଲାକୁ ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ-: ଆଗକୁ ହେବ ବିହାର ବିଧାନସଭା ନିର୍ବାଚନ । ସେଥିପାଇଁ ବିଭିନ୍ନ ଦଳର ନେତାମାନେ ବିହାର ଯାଇ ନିର୍ବାଚନ ପ୍ରଚାର କରିବା ଆରମ୍ଭ କରିଦେଲେଣି । ତେବେ ଶୁକ୍ରବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ମୋତିହାରୀ ଜିଲ୍ଲା ଗସ୍ତ କରି ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି…
Read More...

ଛୁଆଙ୍କ କଳିରୁ ମହିଳାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବିହାରର ବେଗୁସରାଇରୁ ଆସିଲା ଲୋମ ଟାଙ୍କୁରା ଖବର । ପିଲାଙ୍କ ସାମାନ୍ୟ କଳିକୁ ନେଇ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ, ବେଗୁସରାୟର ଲୋହିୟା ନଗରରେ ରହୁଥିବା ଅଜ୍ଜୁନ ମହତୋ ଓ ଉପେନ୍ଦ୍ର ମହତୋଙ୍କ ପରିବାର ଏକ ଭୋଜିକୁ…
Read More...

ସ୍କୁଲରେ ତୃତୀୟ ଶ୍ରେଣୀ ଛାତ୍ର ଉପରକୁ ଗୁଳି ମାରିଲା ନର୍ସରୀ ଛାତ୍ର

ବିହାରରୁ ଆସିଛି ଏକ ଚକିତ କଲାପରି ଘଟଣା । କ୍ଲାସ ଥ୍ରିରେ ପଢୁଥିବା ଛାତ୍ରକୁ ଗୁଳି ମାରିଛି ନର୍ସରୀ ଛାତ୍ର । ଏହି ଘଟଣା ଘଟଇଛି ସୁପୋଲ ଜିଲ୍ଲା ତ୍ରିବେଣୀଗଞ୍ଜ ନଗର ପରିଷଦ ଅଞ୍ଚଳରେ । ୧୬ ନମ୍ବର ୱାର୍ଡରେ ଥିବା ସେଣ୍ଟ ଜନ ବୋର୍ଡିଂ ସ୍କୁଲର ନର୍ସରୀରେ ପଢୁଥିବା ଛାତ୍ର ତାର ଉପରିସ୍ଥ…
Read More...

ଛଟ୍ ପୂଜା ସାରି ଫେରୁଥିବାବେଳେ ବ୍ରତଧାରୀଙ୍କ ଉପରେ ଗୁଳିମାଡ:୨ମୃତ ୪ଗୁରୁତର

ବିହାର : ବିହାରରୁ ଆସିଛି ଏକ ଦୁଃଖଦ ଖବର । ଛଟ୍ ପୂଜା ସାରି ଫେରୁଥିବା ବ୍ରଧାରୀଙ୍କୁ ଉପରେ ଗୁଳିମାଡ ଯୋଗୁଁ ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ୪ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଗୋଟିଏ ପରିବାର ୬ଜଣ ଛଟ୍ ପୂଜା ସାରି ଘାଟରୁ ଫେରୁଥିଲେ । ଘରୋ…
Read More...

ବାଲି ମାଫିଆଙ୍କ ଆତଙ୍କ ରାଜ୍

ବାଲି ମାଫିଆଙ୍କ ଚୋରା ଚାଲାଣ ମାଝିରେ ଆସି ପ୍ରାଣ ହରାଇଲେ ବିହାରର ଜଣେ ସବ୍-ଇନ୍ସ୍ପେକ୍ଟର ।ବିହାର ରାଜ୍ୟର ଜାମୁଇ ଜିଲ୍ଲାରେ ବେଆଇନ୍ ବାଲି ଖନନ କରି ବାଲି ମାଫିଆ ମାନେ ଟ୍ରାକ୍ଟରରେ ବାଲି ଚୋରା ଚାଲାଣ କରୁଥିଲେ ।ସବ୍-ଇନ୍ସ୍୍ପେକ୍ଟର ଯାଞ୍ଚ୍ ପାଇଁ ଯାଇଥି ବା ବେଳେ ଏଭଳି ଘଟଣା ଘଟିଥିବା…
Read More...

ଛାତ ଭୁଶୁଡି ଗୋଟିଏ ପରିବାରରୁ ୨ମୃତ ଓ ୩ଗୁରୁତର

ବ୍ୟୁରୋ: ଛାତ ଭୁଶୁଡି  ଗୋଟିଏ ପରିବାରରୁ  ୨ ମୃତ ଓ ୩ ଗୁରୁତର ।ବିହାର  ନାଳନ୍ଦା ଜିଲ୍ଲା ମନପୁର  ଥାନା  ଅନ୍ତର୍ଗତ ହରଗୱାନ ଗ୍ରାମର ଏକ ଘରର ଛାତ ଭୁଶୁଡି  ୨ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି  । ନାଳନ୍ଦାରେ ପ୍ରାୟ ୨୪ ଘଣ୍ଟା ହେବ ବର୍ଷା ହେଉଥିବା ସମୟରେ ଏକ…
Read More...

ବିହାରରେ ଶିକ୍ଷକଙ୍କ ପାଇଁ ନୂଆ ନିୟମ: ଜିନ୍ସ, ଟି ସାର୍ଟ କିମ୍ବା ଦାଢି ରଖି ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

ବେଗୁସରାଇ:  ବିହାରରେ ଶିକ୍ଷକଙ୍କ ପାଇଁ ନିୟମ ଦିନକୁ ଦିନ କଡ଼ାକଡ଼ି ହେଉଛି । । ଏବେ ବେଗୁସରାଇ ଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଆଉ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଜିଲ୍ଲା ଶିକ୍ଷାଧିକାରୀ କେ.କେ. ପାଠକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଅଜବ ନିୟମ ଲାଗୁ କରିଛନ୍ତି । କୌଣସି…
Read More...

ବିହାରରେ ବିଜୁଳି କାଟକୁ ନେଇ ଉତ୍ତେଜନା

ବ୍ୟୁରୋ: ବିହାରରେ ବିଜୁଳି ପାଇଁ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବିହାରର କଟିହାର ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ସେଠାକାର ବାସୀନ୍ଧା ବିରୋଧ କରି ବିଦ୍ୟୁତ କେନ୍ଦ୍ରକୁ ପଥର ମଡ କରୁଥିଲେ । ପରେ ସେଠାରୁ ପୋଲିସ ଓ…
Read More...

ଏକାବେଳକେ ୧୫୦ ମୋମୋ ଖାଇ ଗଲା ଯୁବକଙ୍କ ଜୀବନ

ଆପଣମାନେ ମୋମୋ ଖାଉଛନ୍ତି କି ? ତେବେ ଏବେ ଠାରୁ ହୁସିଆର ହୋଇ ଯାଆନ୍ତୁ ଅଧିକ ମୋମା ଖାଇବା ହୋଇ ପାରେ କାଳ  ଏକାବେଳକେ ୧୫୦ ମୋମୋ ଖାଇ ଗଲା ଯୁବକଙ୍କ ଜୀବନ  ବିହାରର ଗୋପାଳଗଞ୍ଜରେ ଘଟିଛି ଏଭଳି ଅଭାବନୀୟ ଘଟଣା ଆଜିକାଲି ଯୁବକ ଯୁବତୀମାନଙ୍କର ପ୍ରିୟ ଫାଷ୍ଟଫୁଡ ହେଉଛି ମୋମୋ ।…
Read More...

ସମ୍ବର ନଦେବାରୁ ଫାଇନ ଦେଲେ ମାଲିକ

ପାଟନା: ଦୋଷା ସାଙ୍ଗରେ ସମ୍ବର ନ ଦେବାରୁ ମାଲିକଙ୍କୁ ଦେବାକୁ ପଡିଛି ଫାଇନ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ । ଏପରି ଏକ ଘଟଣା ଘଟିଛି ବିହାରରେ । ଜଣେ ଗ୍ରାହକ ରେସ୍ତୋରାଁରେ ଦୋଶା ଖାଇବାକୁ ଯଇିଥିଲେ । ସେଠାରେ ତାଙ୍କୁ ସ୍ପେଶାଲ ମଶଲା ଦୋସା ସହିତ ସମ୍ବର ନଦେବାରୁ ରେସ୍ତେରାଁ…
Read More...