ଧାନ କ୍ଷେତରେ ମୃତ୍ୟୁର ଜାଲ! ସ୍ୱାମୀ-ସ୍ତ୍ରୀଙ୍କ ସମେତ ୩ ମୃତ
ଧାନ କ୍ଷେତରେ ବିଛା ହୋଇଥିଲା ମୃତ୍ୟୁର ଜାଲ। ଫସଲକୁ ବାର୍ହାଙ୍କ କବଳରୁ ରକ୍ଷା କରିବା ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର । ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୨ରୁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବିହାରର ସୀତାମଢ଼ି ଜିଲ୍ଲା ବୈରଗନିଆ…
Read More...
Read More...