Browsing Tag

Bhubaneswar

 ଆସନ୍ତା ୩ ତାରିଖରୁ  ଆରମ୍ଭ ହେବ ନେଟ୍‌ ପରୀକ୍ଷା  

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନେଟ୍‌ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇ ଏହି ପରୀକ୍ଷା ୧୬ ଯାଏ ଚାଲିବ । ୮୫ଟି ବିଷୟରେ କମ୍ପ୍ୟୁଟର୍‌ ବେସଡ୍ ଟେଷ୍ଟ (ସିବିଟି) ମୋଡ୍‌‌ରେ ଏହି ପରୀକ୍ଷା ହେବ। ଦିନକୁ ୨ଟି ଲେଖାଏଁ…
Read More...

ଜିରୋ ନାଇଟ ସେଲିବ୍ରେସନ ନାଁରେ ବିଶୃଙ୍ଖଳା ହେଲେ କାର୍ଯ୍ୟାନୁଷ୍ଠାନ-ଡିସିପି

ଭୁବନେଶ୍ୱର :  ଜିରୋ ନାଇଟ ପାଇଁ ପୋଲିସ ର ପ୍ରସ୍ତୁତି।  ହୋଟେଲ, ସୋସାଇଟି, କ୍ଳବ ରେ ଉତ୍ସବ ହେବ। ବିଶୃଙ୍ଖଳା ଉପରେ ପୋଲିସ ନଜର ରଖିବ।  ଏଥିପାଇଁ ପୋଲିସ ପ୍ରସ୍ତୁତ  ରହିଛି।  ଭୁବନେଶ୍ୱର ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସର୍ବସାଧାରଣ ସ୍ଥାନ ରେ ପାଳନ ଉପରେ ପୋଲିସ ଠାରୁ…
Read More...

ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଚିକରଣ : ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଅଛନ୍ତି ଅନେକ ନକଲି ଚାଷୀ । ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଚିକରଣ ।  ରାସନକାର୍ଡ ଭଳି ଚାଷୀ ତାଲିକାରେ  ଅନେକ ଅଣଚାଷୀ ଥିବାରୁ ଆଉଥରେ ହେବ ତାଲିକା । ଏବେ ସୁଦ୍ଧା ରାଜ୍ୟରେ ୪୦ ଲକ୍ଷ ଭୂତ ହିତାଧିକାରୀ  ଅଛନ୍ତି ୨୪ ବର୍ଷ ଧରି …
Read More...

ସ୍ଥଗିତ ହେଲା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର: ସ୍ଥଗିତ ହେଲା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ । ଆସନ୍ତାକାଲି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବାର ଥିଲା । କେନ୍ଦ୍ର ଗୃହ ମନତ୍ରୀ ଓଡିଶା ଆସି ବିଭିନ୍ନ କାଯ୍ୟକ୍ରମରେ ଯୋଗ ଦେଇଥାନ୍ତେ । ବିଶେଷ କରି ଭୁବନେଶ୍ୱର ରେ କାଯ୍ୟକ୍ରମ ରହିଥିଲା । ଏହାରି…
Read More...

ରାଜ୍ୟରେ ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୋଟିଏ ଦିନ ପାଗ ଶୁଖଲା ରହିଥିବାବେଳେ ପୁଣି ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। ବିଶେଷ କରି ବର୍ଷା ଉତ୍ତର-ପଶ୍ଚିମ ଓଡ଼ିଶା…
Read More...

ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର : ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । କାର୍ଯ୍ୟକାଳ ୧ ବର୍ଷ ବଢିଥିବା ନେଇ ସୂଚନା ରହିଛି । ଏନେଇ କ୍ୟାବିନେଟ କମିଟି ଅନୁମୋଦନ କରିଛି । ଡିସେମ୍ବର ୩୧ରେ  ସରୁଥିଲା  ମନୋଜଙ୍କ କାଯ୍ୟକାଳ । ୧୯୯୦ ବ୍ୟାଚର ଆଇଏସ ଅଫିସ ହେଉଛନ୍ତି ମନୋଜ ଆହୁଜା । ଆଇଏସ ଅଫିସର…
Read More...

ଅତିଥି ଭବନରେ ରଘୁବର ଦାସଙ୍କୁ ବିଦାୟୀ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆଜି ସେ ଓଡ଼ିଶାରୁ ବିଦାୟ ନେବେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ଏନେଇ ଅତିଥି ଭବନରେ ରଘୁବରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଉଛି। ଏହି ବିଦାୟୀ ସମ୍ବର୍ଦ୍ଧନାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳ ସଦସ୍ୟ ଓ ମୁଖ୍ୟ ସଚିବ ଉପସ୍ଥିତ…
Read More...

୨୮ ତାରିଖ ସନ୍ଧ୍ୟରରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ଭୁବନେଶ୍ୱର ଗସ୍ତରେ ଆସିବେ ଶାହ । ୨୮ ତାରିଖ ସନ୍ଧ୍ୟରରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହା ପରେ ଓଡିଶାରେ କାର୍ଯ୍ୟକ୍ରମ ଶେଷ କରି ୨୯ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।  ସେହିପରି ୨୯ ତାରିଖ ସକାଳେ ଭୁବନେଶ୍ଵରରେ ରହି ଦିଲ୍ଲୀ…
Read More...

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟାର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି ମୁଁ ଗଞ୍ଜାମ ଜିଲ୍ଲାରେ ଅଛି  ଶାସନ କ୍ଷମତାରେ ନବୀନ ବାବୁ ଥିଲେ । ମାତ୍ର ଗଞ୍ଜାମ ଜିଲ୍ଲାରେ 7-8ଟି ବଡ ବଡ ମେଗା ପାଇପ ଓ୍ୱାଟର ଯୋଜନା ଆରମ୍ଭ ହୋଇଛି । ଗୋଟିଏ ଛାଡି ଅନ୍ୟାନ୍ୟ 6ଟି ପ୍ରକଳ୍ପର କାମ ଅଧାପନ୍ତରା ଅଛି । ଗଞ୍ଜାମରେ ପାଣି ପାଇପ ଖୋଲାରେ ପଡିଛି । ପାଣି ଆସିବାର…
Read More...

ଏଥର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସୁନିଶ୍ଚିତ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ ରହିଛି । କହିଛନ୍ତି ଏଥର ରାଜ୍ୟରେ  ଛାତ୍ର ସଂସଦ ନିର୍ବାଚନ ସୁନିଶ୍ଚିତ  ହେବ । ପୂର୍ବ ସରକାର ଏହାକୁ ବନ୍ଦ କରିଥିଲେ । ଛାତ୍ର ଶକ୍ତିକୁ ପୂର୍ବ ସରକାର ଭୟ କରି ଏଭଳି କରିଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ  ମୋହନ…
Read More...