ଖାଦ୍ୟରେ ପଡିଥିଲା ଝିଟିପିଟି: ଖାଇବା ପରେ ୭ ଶିଶୁ ଅସୁସ୍ଥ
ଅଙ୍ଗନବାଡି ପିଲାଙ୍କ ଖାଦ୍ୟରେ ମଲା ଝିଟିପିଟି । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତ ବଡଗହମା ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଘଟଣା ଘଟିଛି । ଘଟଣାଟି ଏପରି ଥିଲା ଯେ, ଜଣେ ପିଲା ଖାଇବା ପାଇଁ ହାତ ନେବା ବେଳେ ପରିବା ସନ୍ଦେହ କରି ତାହା ଉପରକୁ ଉଠାଇଥିଲେ । ସେତେବେଳେ ତାହା…
Read More...
Read More...