Browsing Tag

baleswar

ଏଫ୍‌ଏମ୍‌ ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ଦେଇଛନ୍ତି ଜଣେ ଛାତ୍ରୀ

ବାଲେଶ୍ୱର-: କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ। ଏଭଳି ଏକ ଅଘଟଣ ଶନିବାର ବାଲେଶ୍ୱର ଏଫ୍‌ଏମ୍‌ ମହାବିଦ୍ୟାଳୟରେ ଘଟିଛି। ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀ ଜଣକ ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏଫ୍‌ଏମ୍‌ ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ଛାତ୍ରୀ…
Read More...

ଅଙ୍ଗନୱାଡି କର୍ମୀ ଓ ସହାୟିକା ଚୟନରେ ଅନିୟମିତତା ଓ ଲାଞ୍ଚ କାରବାର ଅଭିଯୋଗ

ବସ୍ତା-: ପୁଣି ବିବାଦରେ ବସ୍ତାର ପୂର୍ବତନ ସିଡିପିଓ ଦୀପ୍ତି ରାଣୀ ସିଂ। ପୂର୍ବରୁ ଅଙ୍ଗନୱାଡି କର୍ମୀ ଓ ସହାୟିକା ଚୟନରେ ଅନିୟମିତତା ଓ ଲାଞ୍ଚ କାରବାର ଅଭିଯୋଗ ରହିଥିଲା । ଏବେ ପୁଣି ଚାକିରିର ଶେଷ ଦିନରେ ଅର୍ଥାତ୍ ଅବସର ଦିନ  ଜିଲ୍ଲା ପ୍ରଶାସନ ଓ ଉପଜିଲ୍ଲାପାଳଙ୍କ କୋର୍ଟ ନିର୍ଦ୍ଦେଶକୁ…
Read More...

ମହରମ ପାଇଁ ବାଲେଶ୍ୱରରେ ବାହାରିଲା ୧୫ଟି ତାଜିଆ ଶୋଭାଯାତ୍ରା

ବାଲେଶ୍ୱର-: ବାଲେଶ୍ୱରରେ, ମହରମ୍ ମାସର ଅଷ୍ଟମ ଦିନ ଅର୍ଥାତ୍ ୦୫.୦୭.୨୦୨୫ ତାରିଖରେ, ମୋଟ ୧୫ ଟି ଆଖଡ଼ା/ତାଜିଆ ନିଜ ନିଜ ଧାର୍ମିକ ସ୍ଥଳୀରୁ ରାତି ପ୍ରାୟ ୧୦ ଟାରେ ଶୋଭାଯାତ୍ରାରେ ବାହାରି ଦରଘାମୈଦାନରେ ପହଞ୍ଚି ଶୋଭାଯାତ୍ରା ଶେଷ କରିଥିଲେ । ଦରଘା ମୈଦାନରୁ ଶୋଭାଯାତ୍ରା ଶେଷ ହେବା…
Read More...

ବିବାହ ଦେବାକୁ ଅମଙ୍ଗ ହେବାରୁ ଗ୍ରାମରୁ ସାମାଜିକ ବାସନ୍ଦ ହେଲେ ପରିବାର

ବାଲେଶ୍ଵର-: ନାବାଳିକା ଝିଓକୁ ବିବାହ ଦେବାକୁ ବାପା ମାଆ ଅମଙ୍ଗ ହେବାରୁ ,ଗାଁରେ କଙ୍ଗାରୁ କୋର୍ଟ ବସି ଉକ୍ତ ପରିବାରକୁ ଗ୍ରାମରୁ ସାମାଜିକ ବାସନ୍ଦ କରାଯାଇଛି । ନ୍ୟାୟ ପାଇଁ ସିଂଲା ଥାନାରେ ପରିବାର ଲିଖିତ ଅଭିଯୋଗ କରିଛନ୍ତି । ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ମଧ୍ୟ…
Read More...

ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର ମାଇନିଂ ଅଫିସର ତାପସ କୁମାର ବେହେରା ଆହତ‌

ବାଲେଶ୍ୱର-: ଜୁନିୟର ମାଇନିଂ ଅଫିସରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ବାଲି ଚାଲାଣ ସୂଚନା ପାଇ ଚଢ଼ାଉ ବେଳେ ଅଫିସରଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ। ରେମୁଣା ବ୍ଲକ୍ କାଠସଙ୍ଗଡ଼ା ତ୍ରିବେଣୀ ଘାଟରେ ଆକ୍ରମଣ ହୋଇଥିବା ସୂଚନା । ବାଲେଶ୍ୱର ରେମୁଣା କାଠସଙ୍ଗଡାରେ ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର…
Read More...

କାନରେ ଇୟର ଫୋନ୍ ଲଗାଇ ଟ୍ରେନ ଟ୍ରାକରେ ଯାଉଥିବା ବେଳେ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ

ବାଲେଶ୍ଵର -: ଇଅର ଫୋନ ହେଲା କାଳ । ଅସାବଧାନତା ପାଇଁ ଚାଲିଗଲା ମୂଲ୍ୟବାନ ଜୀବନ । କାନରେ ଇୟର ଫୋନ୍ ଲଗାଇ ଟ୍ରେନ ଟ୍ରାକରେ ଯାଉଥିବା ବେଳେ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ । ବାଲେଶ୍ଵର ସହଦେବ ଖୁଣ୍ଟା ଅନ୍ତର୍ଗତ ଆନନ୍ଦ ବଜାର ଓଭର ବ୍ରିଜ ପାଖରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…
Read More...

କାର୍ ଧକ୍କାରେ ବାପା ପୁଅ ଗୁରୁତର

ବସ୍ତା;-(ଅଜିତ ସାହୁ ) ବସ୍ତା ଥାନା ଗଙ୍ଗା ଧରପୁର  ନିକଟରେ  ଦୁର୍ଘଟଣା। ଦୁର୍ଘଟଣାରେ ବାପ ପୁଅ ଗୁରୁତର। ସୂଚନା ମୁତାବକ ସିଂଲା ଥାନା ଗମ୍ଭାରିଆ ଗ୍ରାମର ସୁଦାମ ଚରଣ ନାୟକ ତାଙ୍କର  ୭୫ ବର୍ଷୀୟ ବୃଦ୍ଧ ବାପାକୁ ନେଇ ଚିକିତ୍ସା ପାଇଁ ଜଳେଶ୍ୱର  ଯାଉଥିବା ବେଳେ, ଗଙ୍ଗାଧରପୁର ନିକଟରେ  OD…
Read More...

୯ବର୍ଷ ପରେ ପୁଅକୁ ଫେରିପାଇଲା ମାଆ

ବାଲେଶ୍ୱର ; ସତରେ ହଜିଯାଇଥିବା ମଣିଷ ଯେତେବେଳେ ଆମେ ପାଇଯାଉ, ଥରେ ଭାବନ୍ତୁ ସେହି ସମୟର ଖୁସି ବୋଧେ ଆଉ କେବେ କାହାକୁ ମିଳିନଥିବ । କାରଣ ଭଲପାଉଥିବା ବ୍ୟକ୍ତିତ୍ୱଙ୍କୁ ଯଦି ଆମ ଠାରୁ ଦୂରେଇ ଯାଏ ତାହେଲେ ସେ କଷ୍ଟ  ନିଶ୍ଚିତ ଅନୁଭବ କରିଥିବେ । ସେହିପରି ଜଣେ ମା ତା ପୁଅ ୯ ବର୍ଷରୁ ଅଧିକ…
Read More...

ବାଲେଶ୍ୱରର ପୂର୍ବାଞ୍ଚଳ ରେଞ୍ଜ, ରେମୁଣା NAC, ସୋରୋ, ମଡେଲ SKPS, ଇତ୍ୟାଦିରେ ହନୁମାନ ଜୟନ୍ତୀ ପାଳନ

ବାଲେଶ୍ୱର;ବାଲେଶ୍ୱରର ପୂର୍ବାଞ୍ଚଳ ରେଞ୍ଜ, ବିଶେଷକରି ରେମୁଣା NAC, ସୋରୋ, ମଡେଲ SKPS, ଇତ୍ୟାଦିରେ ହନୁମାନ ଜୟନ୍ତୀ ପାଳନ ଚାଲିଛି ଏବଂ ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ହଜାର ହଜାର VHP, BJP ଏବଂ ହିନ୍ଦୁ ସମ୍ପ୍ରଦାୟ ସମର୍ଥକମାନେ ଅଂଶଗ୍ରହଣ କରୁଛନ୍ତି।ହନୁମାନ ଜୟନ୍ତୀର ଶାନ୍ତିପୂର୍ଣ୍ଣ…
Read More...

ଉପଜିଲ୍ଲାପାଳଙ୍କ ଦାଦାଗିରି; ଗଣମାଧ୍ୟମ ପ୍ରତିନିଧୀ ପ୍ରଶ୍ନ କରିବାରୁ ରାଗିଗଲେ ମ୍ୟାଡମ

ନୀଳଗିରି; ଗଣମାଧ୍ୟମ ପ୍ରତିନଧିଙ୍କୁ ନାଲି ଆଖି ଦେଖାଇଲେ ଉପଜିଲ୍ଲାପାଳ । ନୀଳଗିରି ଉପଜିଲ୍ଲାପାଳଙ୍କ ଦାଦାଗିରିକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଲୋକଙ୍କ ସମସ୍ୟାକୁ ନେଇ ଗଣମାଧ୍ୟମ ପ୍ରତିନିଧୀ ପ୍ରଶ୍ନ କରିବାରୁ ରାଗିଯାଇଥିଲେ । ତାପରେ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ମ୍ୟାଡମ ପୁରା ହାଇପର…
Read More...