Browsing Tag

asian game

ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ : ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ପୁରୁଷ କ୍ରିକେଟରେ ଗୋଲ୍ଡ ମେଡାଲ ଜିତି ଭାରତୀୟ ଟିମ । ଏହି ପଦକ ସହ ଭାରତର ପଦକ ସଂଖ୍ୟା ୨୯ରେ ପହଞ୍ଚିଛି । କବାଡିରେ ମଧ୍ୟରେ ଗୋଲ୍ଡ ମେଡାଲ ମିଲିଛି । ମହିଳା କ୍ରିକେଟ ଟିମ ପରେ ପୁରୁଷ କ୍ରିକେଟ ଟିମ ସ୍ୱର୍ଣ୍ଣ ପଦକ ହାସଲ କରିଛି…
Read More...

ପ୍ରଥମ ଥର ଭାରତର ପଦକ ସଂଖ୍ୟା ସେଞ୍ଚୁରୀ ଛୁଇଁଲା

ହାଙ୍ଗଝୋଉ: ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ । ଭାରତର ମୋଟ୍ ପଦକ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି । ଗତକାଲି ତୀରନ୍ଦାଜୀ ଏବଂ କବାଡିରେ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଛି। ଏସିଆନ ଗେମ୍ସରେ ଭାରତ ଜିତିଥିବା ପଦକ ମଧ୍ୟରେ ୨୫ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ୧୦୦ ପଦକ…
Read More...

କୋରିଆକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ ପରୁଷ ତୀରନ୍ଦାଜ

ଏସିଆ କ୍ରୀଡାରେ ଭାରତକ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଭାରତ ଏ ପର୍ଯ୍ୟନ୍ତ ୮୧ଟି ପଦକ ଜିତି ସାରିଛନ୍ତି । ଏବେ ଭାରତ ପୁଣି ଏକ ସ୍ୱର୍ଣ୍ଣ ଜିତିଛନ୍ତି । ତୀରନ୍ଦାଜରେ ପୁରୁଷ କମ୍ପାଉଣ୍ଡ ଟିମ ଦକ୍ଷିଣ କୋରିଆକୁ ହରାଇ ପଦକ ହାସଲ କରିଛି । ଭାରତ ୨୩୫-୨୩୦ରେ ବିଜୟୀ ହୋଇଛନ୍ତି । ଟିମ୍‌…
Read More...

ଏସିଆନ ଗେମ୍ସ : ହକି ଫାଇନାଲରେ ଭାରତ

ଏସିଆନ ଗେମ୍ସ ହକି ଫାଇନାଲରେ ଭାରତ । ଦକ୍ଷିଣ କୋରିଆକୁ ହରାଇ ଫାଇନାଲରେ ଭାରତ । ଦକ୍ଷିଣ କୋରିଆକୁ ୫-୩ ଗୋଲରେ ହରାଇ ଫାଇନାଲରେ ଭାରତ । ଦକ୍ଷିଣ କୋରିଆକୁ ସେମି ଫାଇନାଲରେ ହରାଇଲା ଭାରତ । ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ କୋରିଆ ଉପରେ ଅଗ୍ରଣୀ ବଜାୟ ରଖି ଫାଇନାଲ୍ ଟିକେଟ୍ ହାସଲ…
Read More...

ମିକ୍ସଡ ଟିମରେ ଇଭେଣ୍ଟରେ ଜ୍ୟୋଜି ଭେନମ ଓ ଓଜାସ ଡିଓଟାଲେ ଜିତିଲେ ସ୍ୱର୍ଣ୍ଣ ପଦକ

ହାଙ୍ଗେଝୋଉ : ଚୀନରେ ପୂର୍ବପ୍ରାନ୍ତରେ ଥିବା ହାଙ୍ଗେଝୋଉ ସହରରେ ଚାଲିଥିବା ଏସିଆ କ୍ରୀଡା ୨୦୨୩ରେ ଭାରତକ ଆଉ ଏକ ସ୍ୱର୍ଣ୍ଣ ପଦକ । ଏସିଆନ ଗେମ୍ସର ଏକାଦସ ଦିନରେ ତୀରନ୍ଦାଜରେ ଓଜାସ ଦେଓତାଲେ ଏବଂ ଜ୍ୟୋତି ଭେନମ କମ୍ପାଉଣ୍ଡ ମିଶ୍ରିତ ଦଳ ସ୍ୱର୍ଣର୍ ପଦକ ଜିତିଛନ୍ତି । ମିକ୍ସଡ ଟିମ୍ ଇଭେଣ୍ଟରେ…
Read More...

ଭାରତକୁ ଆଉ ଦୁଇ ପଦକ ମୋଟ ପଦକ ସଂଖ୍ୟା ୫୮

୧୯ ତମ ଏସିଆନ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟଟରେ ମହିଳା ଷ୍ଟିପଲଚେଜରେ ଭାରତକୁ ଆଉ ୨ ପଦକ । ୩ ହଜାର ମିଟର ଷ୍ଟିପଲଚେଜରେ ଭାରତକୁ ମିଳିଲା ଗୋଟିଏ ରୌପ୍ୟ ପଦକ ଆଉ ଗୋଟିଏ ବ୍ରେଞ୍ଜ ପଦକ । ରୌପ୍ୟ ଜିତିଛନ୍ତି ପାରୁଲ ଚୌଧୁରୀ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରତି ।
Read More...

ଏସିଆନ ଗେମ୍ସ: ୫୬ ବର୍ଷରେ ପ୍ରଥମ ଥର ପାଇଁ ଭାରତକୁ ମିଳିଲା ରୌପ୍ୟ

(ରିପୋଟର୍ସ ଟୁୁଡେ) : ୧୮ ତମ ଏସିିଆନ ଗେମ୍ସରେ ଭାରତର ବ୍ୟାଡମିଟନ ତାରକା ପିଭି ସିନ୍ଧୁ ଫାଇନାଲରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ମହିଳା ଏକକ ବର୍ଗର ଫାଇନାଲରେ ବିଶ୍ୱର ଏକ ନମ୍ବର ଖେଳାଳୀ ଚୀନ ତାଇପେ ର ତାଇ ଜୁୁ ୟିଙ୍ଗ ଙ୍କ ଠାରୁ ହାର ମାନିଛନ୍ତି । ଫାଇନାଲରେ ହାରି ମଧ୍ୟ ସେ ଇତିହାସ…
Read More...

ଟେନିସ : ପୁରୁଷ ଯୁଗୋଳରେ ଭାରତକୁ ସ୍ୱର୍ଣ୍ଣ

(ରିପୋଟର୍ସ ଟୁଡେ) : ଭାରତର ଅନୁଭବି ଟେନିସ ଖେଳାଳୀ ରୋହନ ବୋପନ୍ନା ଏବଂ ଦିବିଜ ସରଣଙ୍କ ଯୋଡି ଭାରତକୁ ଆଜି ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ବୋପନ୍ନା ଏବଂ ଶରଣ ଙ୍କ ଜୋଡି ପୁରୁଷ ଏକକ ବର୍ଗର ଫାଇନାଲ ମ୍ୟାଚ ଜିତିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭାରତୀୟ ଜୋଡି ଅନ୍ତିମ ପର୍ଯ୍ୟାୟରେ…
Read More...

ଏସିଆନ ଗେମ୍ସ : ନୌକାଚାଳନାରେ ୮ ବର୍ଷ ପରେ ଭାରତକୁ ମିଳିଲା ସ୍ୱର୍ଣ୍ଣ

(ରିପୋଟର୍ସ ଟୁଡେ) : ଏସିଆନ ଗେମ୍ସର ଷଷ୍ଠ ଦିନରେ ଦୁଷ୍ମନ୍ତ ଭାରତକୁ ପ୍ରଥମ ପଦକ ଦେବା ସହ ଆଜି ଦିନର ଶୁଭାରମ୍ଭ କରିଛନ୍ତି । ସେ ପୁରୁଷ ଲାଇଟୱେଟ ନୌକାଚାଳନାର ଏକକ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି କାଂଶ୍ୟ ପଦକ ହାସଲ କରିଛନ୍ତି । ସେ ଫାଇନାଲ ପ୍ରତିଯୋଗିତାରେ ୭ ମିନିଟ ୧୮.୭୬ ସେକେଣ୍ଡର…
Read More...

ଶର୍ଦୁଲ ଦେଲେ ଭାରତକୁ ରୌପ୍ୟ

(ରିପୋଟର୍ସ ଟୁଡେ) : ସୌରଭ ଚୌଧୁରୀଙ୍କ ପରେ ଆଉ ଏକ ଉଦୀୟମାନ ସୁଟର ୧୮ ତମ ଏସିଆନ ଗେମ୍ସରେ ଦେଶ ପାଇଁ ପଦକ ଜିତିଛନ୍ତି । ଶର୍ଦୁଲ ବିହାନ ସୁଟିଂର ଡବଲ ଟ୍ରିପ ଇଭେଣ୍ଟରେ ବହୁ ସମୟ ସଂଘର୍ଶ ପରେ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି । ପ୍ରତିଯୋଗିତାରେ ତାଙ୍କର ପ୍ରଦର୍ଶନ ବହୁତ ଭଲ ଥିଲା, ମାତ୍ର…
Read More...