ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ କଲେ ଛାତ୍ରଛାତ୍ରୀ

ବାଲିଗୁଡା:ବାଲିଗୁଡାର କଡଗାବାଲି ପ୍ରାଥମିକ ବିଦ୍ୟାଳୟ   ବନ୍ଦକୁ ନେଇ ଛାତଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ । ୨୦୧୯ ସର୍ଭେ ଅନୁସାରେ  ସ୍କୁଲ ବନ୍ଦ କରାଯାଇଛି ।  ବର୍ତ୍ତମାନ ବିଦ୍ୟାଳୟ ରେ  ମୋଟ ୩୦ ଛାତଛାତ୍ରୀ ପାଠପଢ଼ୁଛୁନ୍ତି ।  ବିଦ୍ୟାୟଳକୁ ବନ୍ଦ ନ  କରିବା ପାଇଁ ୨୫ କିଲୋମିଟର ବର୍ଷାରେ  ଓଦା ହୋଇ ମଧ୍ୟ ଗଲେ  ବିଇଓ ଙ୍କ ପାଖରେ ଅଭିଯୋଗ କରିବା ପାଇଁ । ବ୍ଲକ ଶିଧିକ୍ଷାକାରୀ କହିଛନ୍ତି  ଉଚ୍ଚ କର୍ତ୍ତୃପକ୍ଷଙ୍କୁ  ଉକ୍ତ ଦାବି ଗୁଡିକ  ଜଣାଇ ଦିଆଯାଇଛି । ଏହାପରେ ସେମାନେ  ଘର କୁ ଫେରିଥିଲେ ।