ବିଦ୍ୟାଳୟକୁ ପାଠ ପଢିବା ପାଇଁ ଆସୁ ଥିବା ବେଳେ ତୀର ମାରିଲା ଦୁର୍ବୁତ୍ତ ମୁଚି ସାହୁ l ଏମିତି ଘଟଣା ଦେଖୁବାକୁ ମିଳିଛି ରେଢ଼ାଖୋଲ ଉପଖଣ୍ଡ, ନାକଟିଦେଉଳ ଥାନା କେଉଟବେର୍ଣ୍ଣି ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ l ବାପା ଅମୁଲ୍ୟ ଧଳ ନିଜ ପୁଅ ସମ୍ୟରଞ୍ଜନ ଧଳକୁ ବିଦ୍ୟାଳୟକୁ ନେଇ ଦେଉଥିବା ବେଳେ l ପଛରୁ ତୀର ମାରିଲା ଦୁର୍ବୁତ୍ତ ,ଭାଗ୍ୟ ବସତ ଖାଇବା ଟ୍ରେ ଟି ବ୍ୟାଗରେ ଥିବାରୁ ବଞ୍ଚାଇଲା ଜୀବନ,
ପୂର୍ବ ଶତ୍ରୁତାକୁ ନେଇ ଯୁବକର ତୀର ମାଡ,ଅଳ୍ପକେ ବର୍ତ୍ତିଲେ ଛାତ୍ର, ସ୍କୁଲରେ କୋକୁଆ ଭୟ,ସ୍କୁଲ ବାହାରେ ବୁଲୁଛି ଅଭିଯୁକ୍ତ,ଖବର ପାଇ ନାକଟିଦେଉ ପୋଲିସ ପହଁଛି ତଦନ୍ତ ଆରମ୍ଭ କରିଛି।