ସମ୍ବଲପୁର: ଦିନ ଦ୍ୱିପହରେ ଯୁବକକୁ ଗୁଳିମାଡ । ସମ୍ବଲପୁର ଧନୁପାଲି ଗୋବିନ୍ଦତଲାରେଘଟିଛି ଏଭଳି ଅଘଟଣ । ଗହଣା ଦୋକାନ ଲୁଟ୍ ଉଦ୍ୟମ ବେଳେ ଗୁଳିମାଡ ହୋଇଥିବା କୁହାଯଉଛି । ଗୁଳିମାଡରେ ଜଣେ ଗୁରୁତର ହୋଇଥିବାବେଳେ ଅଭିଯୁକ୍ତଙ୍କୁ ଖୋଜା ଆରମ୍ଭ କରିଛି ପୋଲିସ । ଏହାସହ ଘଟଣା ସ୍ଥଳରେ ପହଞ୍ଚି ଛାନବିନ୍ କରିବା ସହ ସିସିଟିଭି ଫୁଟେଜ୍ ଯାଂଚ କରୁଛି ପୋଲିସ ।