ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଇଛନ୍ତି ଏଲନ ମସ୍କ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ବୋଲି ବିବେଚନା କରାଯାଉଥିବା ଏଲୋନ ମସ୍କ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୀର୍ଷ ପରାମର୍ଶଦାତା ଭାବରେ ତାଙ୍କର ସରକାରୀ ପଦବୀ ଛାଡିଛନ୍ତି ।

X ରେ ପୋଷ୍ଟ କରି ମସ୍କ କହିଛନ୍ତି, ଟ୍ରମ୍ପଙ୍କ ସାଙ୍ଗରେ କାମ କରିବାର ସମୟ ଏବେ ସରିଯାଇଛି । ଏବଂ ମସ୍କ ଏହି ଘୋଷଣା କରିବା ପୂର୍ବରୁ ସେ ଟ୍ରମ୍ପଙ୍କ ‘ବିଗ୍ ବିଉଟିଫୁଲ୍’ ବିଲକୁ ମଧ୍ୟ ସମାଲୋଚନା କରିଥିଲେ।
As my scheduled time as a Special Government Employee comes to an end, I would like to thank President @realDonaldTrump for the opportunity to reduce wasteful spending.
The @DOGE mission will only strengthen over time as it becomes a way of life throughout the government.
— Elon Musk (@elonmusk) May 29, 2025