ଓଡିଶା ବିପକ୍ଷରେ ହରିୟାଣା ମଜଭୁତ ପରିସ୍ଥିତି

(ଆଦର୍ଶ ରାଉତ)ଭୂବନେଶର ରେ କିଟ୍ ଷ୍ଟାଡିୟମରେ ଚାଲିଥିବା ଓଡିଶା ଓ ହରିୟାଣା ମଧ୍ୟରେ ରଣୀଜ ମ୍ୟାଚ ର ଦିତୀୟ ଦିନ ଖେଳ ଶେଷ ସୁଦ୍ଦା ହରିୟାଣା ୩ ଟି ୱକେଟ ହରାଇ ୨୩୯ ରନ ସଂଗ୍ରହ କରିଛି ।
ହରିୟାଣା ତରଫରୁ ହିମାଶୁଂ ରାଣା ୧୧୩ ରନ କରି ବ୍ୟାଟଙ୍ଗ କରୁଛନ୍ତି । ସେହିପରି ଭାବେ ଚୈତନ୍ୟ କିଗ୍ଲୋୟୀ ୭୫ ରନ କରି ଆଉଟ ହୋଇଛନ୍ତି । ଓଡିଶା ତରଫରୁ ରାଜେଶ ମହାନ୍ତି ୨ ଟି ଓ ଦେବେନ୍ଦ୍ର ପ୍ରଧାନ ଗୋଟିଏ ୱକେଟ ନେଇଛନ୍ତି । ହରିୟାଣା ଓଡିଶା ଠାରୁ ୮୫ ରନ ପଛରେ ଅଛି । ଆସନ୍ତା କାଲି ଦିତ୍ିୟ ଦିନରେ ସମସ୍ତ ଙ୍କ ନଜର ଓଡିଆ ବୋଲର ଙ୍କ ଉପରେ ରହିବ ।