ବିଜେଡିରେ ମିଶିଥିବା ପଦ୍ମପୁରର ରାଜୁ ଘିବେଲାଙ୍କୁ ମିଳିଲା ଦଳୀୟ ପଦବୀ

ଭୁୁବନେଶ୍ୱର(ହରପ୍ରସାଦ ବିଷୋୟୀ):- ରାଜୁ ଘିବେଲା ବିଜେଡି ରାଜ୍ୟ ସଂପାଦକ ନିଯୁକ୍ତ ।ବିଜେଡିରେ ମିଶିଥିବା ପଦ୍ମପୁରର ରାଜୁ ଘିବେଲାଙ୍କୁ ମିଳିଲା ଦଳୀୟ ପଦବୀ । ବରଗଡ ଜିଲ୍ଲା ପଦ୍ମପୁରର ରାଜୁ ଘିବେଲା । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେଲେ ନିଯୁକ୍ତି । ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ସୂଚନା ।