ରାୟଗଡ଼ା /ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା ବିଷମ କଟକ ଓକିଲ ସଂଘର ସରିଲା ନିର୍ବାଚନ ଏଥିରେ ବରିଷ୍ଠ ଆଇନଜୀବୀ ଚନ୍ଦ୍ରମୌଳି ପଟ୍ଟନାୟକ ସର୍ବସମ୍ମତି ରେ ଦ୍ୱିତୀୟ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଇଛନ୍ତି । ସମ୍ପାଦକ ଭାବେ ସନ୍ତୋଷ କୁମାର ପଣ୍ଡା, ଉପସଭାପତି ଭାବେ ରାଧାରମଣ ଦାଶ, କୋଷ।ଦକ୍ଷ ଭାବେ ପଶାନ୍ତ କୁମାର ରଥ, ସହ ସମ୍ପାଦକ ଭାବେ ପଦୀପ କୁମାର ପାଢି ନିର୍ବାଚିତ ହୋଇଛନ୍ତି । ସମସ୍ତ ସଦସ୍ୟ ନିଦ୍ୱର୍ନ୍ଦ୍ବରେ ନିର୍ବାଚିତ ହୋଇଥବା ନିର୍ବାଚନ ଅଧକାରୀ କୃଷଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।