(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଓପିଜିସି କର୍ମଚାରୀଙ୍କ କଳା ବ୍ୟାଚ ପ୍ରତିବାଦ ନେଇ ଆଜି ଗୃହରେ ଉଦବେଗ ଦେଖାଦେଇଛି।ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀଦଳର ଉଦବେଗ ପ୍ରକାଶ କରିଛନ୍ତି ।
ସମାନ କାମ ସମାନ ଦରମା କଥା କୁହାଯାଉଥିବା ବେଳେ କାହିଁକି କମ ଦରମା ପାଇବେ ଓପିଜିିସି କର୍ମଚାରୀ । ଏନେଇ ବିଜେପିର ପ୍ରଦୀପ୍ତ ନାୟକ କହିଛନ୍ତି କି ଓପିଜିସି କର୍ମଚାରୀମାନେ କମ ଦରମା ପାଉଛନ୍ତି । ତାକୁ ସମୀକ୍ଷା କରାଯାଉ ।
ଯେତେବେଳେ ଓପିଜିସିକୁ ପ୍ରାଇଭେଟ ସଂସ୍ଥାକୁ ଦିଆଗଲା ସେତେବେଳ କଂଗ୍ରେସ ନେତା ନରସିଂହ ମିଶ୍ର ବିରୋଧ କରିଥିଲେ ବୋଲି କହିଛନ୍ତି ।
ଏହା ଏକ ଭଳ ସଂସ୍ଥା ବୋଲି କହିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ତେଣୁ କରି କର୍ମଚାର ଭାଇମାନଙ୍କ କଥା ଶୁଣାଯାଉ ବାଲି ସେ କହିଛନ୍ତି ।