(ଆଦର୍ଶ ରାଉତ): ଆଜି ଓଡିଶା ଡିଜିପି ଆରପି ଶର୍ମା ଓ ଆନ୍ଧ୍ରପ୍ରଦେଶ ଡିଜିପି ଆରପି ଠାକୁରଙ୍କ ଉପସ୍ଥିତରେ ମାଓ ଦମନ ନେଇ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଭୂବନେଶ୍ୱର ଠାରେ ଡିଜିପିଙ୍କ କ୍ୟାମ୍ପ ଅଫିସରେ ହୋଇଥିଲା ।
ଏଇ କିଛିଦିନ ତଳେ ଆନ୍ଦ୍ରପ୍ରଦେଶ ର ଟିଡିପି ପାର୍ଟିର ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ । ତାପରେ ଉଭୟ ରାଜ୍ୟର ମିଳିତ ଉଦ୍ୟମରେ ଆଜି ପ୍ରଥମ ଥର ପାଇଁ ଦୁଇ ରାଜ୍ୟର ଡିଜିପିଙ୍କ ମଧ୍ୟରେ ବୈଠକ ଅନୁଷ୍ଟିତ ହେଇଯାଇଛି ।