ଭୁବନେଶ୍ୱର: ଭୁବନେଶ୍ୱର ପାଣି ପାଗ ବଭାଗ ଦ୍ୱାରା ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛନ୍ତି । ଆଜି ତିନୋଟି ଜିଲ୍ଲାରେ ବର୍ଷା ଘଡଘଡି ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ଜିଲ୍ଲା ଗୁଡିକ ହେଲେ କଳାହାଣ୍ଡି,କନ୍ଧମାଳ ଓ ବଲାଙ୍ଗିର ରେ ଅଧିକ ପ୍ରଭାବ ପଡିବାର ଦେଖାଯିବ । ପାଣିପାଗ ବିଭାଗ ଦ୍ୱାରା ସୂଚନା ଦେଇଛନ୍ତି । ଭୁବନେଶ୍ୱର ।ବିଜୁଳି ଘଡଘଡି ସମୟରେ ନିରାପଦ ସ୍ଥାନରେ ରହନ୍ତୁ । ଘରେ ରୁହନ୍ତୁ ବାହାରିବାକୁ ନବାହାରିବାକୁ ଉପଦେଶ ଦେଇଛନ୍ତି ପାଣିପାଗ ବିଭାଗ ।