‘ନିହନ ହିଡାନ୍କ୍ୟୋ’କୁ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ଶାନ୍ତି ପାଇଁ ନୋବେଲ । ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଜାପାନୀ ସଂସ୍ଥା ‘ ନିହନ ହିଡାନ୍କ୍ୟୋ’କୁ ନୋବେଲ ଶାନ୍ତି ପୁରସ୍କାର । ପରମାଣୁ ବୋମା ପୀଡିତଙ୍କ ପାଇଁ କାମ କରୁଛି ‘ ନିହନ ହିଡାନକ୍ୟୋ’ ସଂସ୍ଥା । ବୋମା ବିଭୀଷିକାରୁ ବଞ୍ôଚ ଯାଇଥିବା ଲୋକଙ୍କ ପାଇଁ କାମ କରୁଛି । ହିରୋସିମା , ନାଗାସାକି ବୋମା ପୀଡିତଙ୍କ ପାଇଁ କାମ କରୁଛି ସଂସ୍ଥା । ବିଶ୍ୱକୁ ପରମାଣୁ ବୋମା ମୁକ୍ତ କରିବାକୁ ସଚେତନତା ସୃଷ୍ଟି କରୁଛି ସଂସ୍ଥା ।