ନ୍ୟାସନାଲ କନକ୍ଲେଭ ର ଲୋଗ ଉନ୍ମଚନ କଲେ ପ୍ରତାପ ଜେନା

(ଋିପୋର୍ଟସ ଟୁଡେ) ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିସ ଆୟୋଜିତ ସେକେଣ୍ଡ ମିଡିଆ କନକ୍ଲେଭ ର ଲୋଗ ଉନ୍ମୋଚିତ ହେଇଯାଇଛି । ଏହି ଲୋଗକୁ ଉନ୍ମଚିତ କରିଛନ୍ତ୍ି ସୁଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ।
ଆଜି ସଚ୍ଚିବାଳୟ ଠାରେ ଆଇଏମଏସ ଦ୍ୱାରା ଆୟୋଜିତ ସେକେଣ୍ଡ ନ୍ୟାସନାଲ ମିଡିଆ କନକ୍ଲେଭ -୨୦୧୮ ର ଲୋଗ ଉନ୍ମଚିତ ହେଇଯାଇଛି । ନଭେମ୍ବର ୨୧,୨୨,୨୩ ରେ ହେବାକୁ ଥିବା ଏହି କନକ୍ଲେଭରେ ସାଇବର ତଥ୍ୟ, ଜଳବାୟୁ ପରିବର୍ତନ ପରିବେଷ ଅଧୟନ , ଇ- ଗଭର୍ଣ୍ଣାନ୍ସ , ଓ ବିକାଶ , ସ୍ୱାସ୍ଥ ସୁବିଧା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।