ଭୁବନେଶ୍ୱର: ମୋ ବସ ନା ବଦଳି ହୋଇପାରେ ଆମ ବସ! ରଙ୍ଗ ପରିବର୍ତ୍ତନ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଆବଶ୍ୟକତା ପଡ଼ିଲେ ଆଲୋଚନା ହେବ। ମୋ ଅର୍ଥ ଅଂହ ଭାବ ତେଣୁ ଆମେ ହେଲେ ଭଲ ହୁଅନ୍ତା। ମୋ ବସ ସେବା ଲୋକଙ୍କୁ ସୁବିଧା ଯୋଗାଉଛି ତେଣୁ ଏହି ସେବା ଚାଲୁ ରହିବା । ଯାତ୍ରୀଙ୍କ ସହ ଆଲୋଚନା କଲେ । ଆବଶ୍ୟକତା ଦେଖି ବସ ସଂଖ୍ୟା ବଢାଯିବ ।ବିଭିନ୍ନ ସ୍ଥାନ ବୁଲି ଦେଖୁଛି ଯେଉଁ ସ୍ଥାନରେ ବସ ଅଧିକ ଆବଶ୍ୟକ ସେଠୀ ବ୍ୟବସ୍ଥା କରାଯିବ। ମୋ ବସରେ ବୁଲି ସ୍ଥିତି ପରଖିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପ୍ରଧାନମନ୍ତ୍ରୀ ଇ ବସ ଯୋଜନାରେ ୪୦୦ ବସ୍ ଆସିବ। ଭୁବନେଶ୍ୱର , କଟକ ପାଇଁ ୧୦୦ ,୧୦୦ ଅନ୍ୟ ସ୍ଥାନକୁ ଦିଆଯିବ।