(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଆଜି ଲୋକ ସେବା ଭବନରେ ଏକ ହାଇ ଲେବଲ କ୍ଳିୟ ରାନ୍ସ ବୈଠକ ବସିଥିଲା । ରାଜ୍ୟ ସରକାରଙ୍କର ହାଇ ଲେବଲ କ୍ଳିୟରାନ୍ସ କମିଟିରେ ୩ ଟି ପ୍ରକଳ୍ପକୁ ମଂଜୁରୀ ମିଳିଲା । ମୋଟ ୬୯୨୩ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ମିଳିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ତ୍ରୀବେଣୀ ଅର୍ଥ ମୁଭର୍ସର ୨ ଟି ପ୍ରକଳ୍ପ ଓ ଓଡ଼ିଶା ମେଟାଲିକର ଗୋଟିଏ ପ୍ରକଳ୍ପକୁ ଅନୁମୋଦନ । ମୋଟ ୪୬୩୮ ନିଯୁକ୍ତି ସୃଷ୍ଟି ହେବ । ନୟାଗଡ଼ , କେନ୍ଦୁଝର ଜିଲ୍ଳାରେ ନୂଆ ପ୍ରକଳ୍ପ ସମେତ ସଂପ୍ରସାରଣ ହେବ ଏହି ସବୁ ପ୍ରକଳ୍ପ ।