ହୁତୁହୁତୁ ହୋଇ ଅଚାନକ ଜଳିଗଲା ଘର

ହୁତୁହୁତୁ ହୋଇ ଅଚାନକ ଜଳିଗଲା ଘର।

(ମାଲକାନଗିରି) : ହୁତୁହୁତୁ ହୋଇ ଅଚାନକ ଜଳିଗଲା ଘର। ମାଲକାନଗିରି ଜିଲ୍ଲା ଖଇରପୁଟବ୍ଳକ ଗୋବିନ୍ଦପାଲିରେ ଏକ ଘରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି।

ସୂଚନାନୁଯାୟୀ , ସଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତେବେ ଘର ଭିତରେ ଗ୍ୟାସ୍ ସିଲିଣ୍ଡର ଥିବାରୁ ନିଅ ପ୍ରଖର ପରିମାଣର ବ୍ୟାପିଯାଇଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି।