(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଆଗକୁ ଆସୁଛି ଦୁର୍ଗା ପୂଜା । କିନ୍ତୁ ସାରା ବିଶ୍ୱ କରୋନା ମହାମାରୀରୁ କିପରି ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲୋକଙ୍କୁ ଘରୁ ନବାହାରିବା ହାତ ସଫା ରଖିବା ଓ ମାସ୍କ ପିନ୍ଧିବା ସାମାଜିକ ଦୂରତା ପାଇଁ ସଚେତନତା କରଯାଉଛି । ଏହାରି ଭିତରେ ଅନେକ ଦିନ ବିତି ଗଲାଣି । ଦୋକାନ ବଜାର ମଧ୍ୟ ଖୋଲି ଗଲାଣି । କିନ୍ତୁ ମନ୍ଦିର ଖୋଲିବା ନେଇ ଆଜି ମଧ୍ୟ କଟକଣା ଜାରି ରହିଛି । ଏଥର ମା’ଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ । ମା ଶ୍ୟାମଳାଇ ମନ୍ଦିରରେ ଚାରି ପାଞ୍ଚ ଜଣଙ୍କୁ ନେଇ ଚାଲିଛି ଷୋଡଶ ପୂଜା ଵା ନବ ରାତ୍ରି ପୂଜା । ସେଠାକାର ପୂଜାକଙ୍କ ସହିତ ଆଲୋଚନା କରିଛନ୍ତି ଆମର ଗଞ୍ଜାମ ପ୍ରତିନିଧୀ ରଜନୀକାନ୍ତ ପାତ୍ର ।