ବଢିଲା LPG ସିଲିଣ୍ଡର୍ ବୁକିଂ ଅବଧି ଓଡିଶା By Reporters Today Bureau On Mar 9, 2026 Share ବଢିଲା LPG ସିଲିଣ୍ଡର୍ ବୁକିଂ ଅବଧି. ଗୋଟିଏ ସିଲିଣ୍ଡର ପାଇବାର ୨୫ ଦିନ ପରେ ଆଉ ଗୋଟିଏ ବୁକିଂ । ପୂର୍ବରୁ ୧୫ରୁ ୨୧ ଦିନ ମଧ୍ୟରେ ଆଉ ଗୋଟିଏ ବୁକିଂ ହେଉଥିଲା। ବୁକିଂ ଅବଧି ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଥିବା ସୂଚନା। କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ। LPG cylinder Share FacebookTwitterGoogle+ReddItWhatsAppPinterestEmail