ପୁରୀରେ ଜମିଲାଣି ହବିଷ୍ୟାଳିଙ୍କ ଭିଡ଼

ପୁରୀରେ ଜମିଲାଣି ହବିଷ୍ୟାଳିଙ୍କ ଭିଡ଼ । କାଲିଠୁ ଧର୍ମମାସ କାର୍ତ୍ତିକ । ମହାପ୍ରଭୁଙ୍କୁ ଦର୍ଶନ କରି ପାଳିବେ ବ୍ରତ । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ମୋଚିସାହି କଲ୍ୟାଣ ମଣ୍ଡପରେ କରାଯାଇଛି ସ୍ବତନ୍ତ୍ର ଶିବିର । ବ୍ରତଧାରୀଙ୍କ ମହାପ୍ରସାଦ ସେବନ, ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ, ତୀର୍ଥ ପୁଷ୍କରିଣୀରେ ସ୍ନାନ ନେଇ ହୋଇଛି ବ୍ୟବସ୍ଥା । ଶ୍ରୀମନ୍ଦିର ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଛି । ସୁରକ୍ଷା ନେଇ ୨୨ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫ ଇନ୍ସପେକ୍ଟର, ୬୫ ସବ ଇନ୍ସପେକ୍ଟର, ଶହେ ଜଣ କନଷ୍ଟେବଳ ମୁତୟନ ଥିବା ପୁରୀ ଏସପି ସୂଚନା ଦେଇଛନ୍ତି ।

Time to time give them Information. Distribution of Mahaprasad. Cleanup the  Habisiali asraya sthali. Health Check-up. Aware them how to live in a  common place by sharing and caring. | World Scouting