(ହିଞ୍ଜିଳି/ ରଜନୀକାନ୍ତ ପାତ୍ର)- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଥିବା ଖଲ୍ଲିକୋଟ କଲେଜର ଛାତ୍ରଛାତ୍ରୀମାନଙ୍କର ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ବ୍ରହ୍ମପୁର ସହରରେ ଥିବା ଅନୁଷ୍ଠାନ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସେଥିମଧ୍ୟରୁ ଏକସ୍ୱତନ୍ତ୍ର ଶିକ୍ଷା ଅନୁଷ୍ଠାନ ଭାବେ ସାରା ଭାରତ ବର୍ଷରେ ନିଜକୁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛି ଖଲ୍ଲିକୋଟ କଲେଜ । ସଦାସର୍ବଦା ସେହି କଲେଜ ପାଶ୍ୱର୍ରେ ଦେଖିବାକୁ ମିଳେ ସଂଗ୍ରହ ହୋଇଥିବା ବିଭିନ୍ନ ପୋଷାକର ଏକ ଷ୍ଟଲ । ଏବିଭିପି ଛାତ୍ରଛାତ୍ରୀମାନଙ୍କ ତରଫରୁ ସମସ୍ତଙ୍କୁ ସବୁ ସମୟରେ ସେବା ମନ୍ତ୍ରରେ ଆଚ୍ଛାଦିତ କରିଥାଏ ।ସମାଜ ପାଇଁ ଏଭଳି ଅଭିନବ ପ୍ରୟାସ ଜାରି ରଖନ୍ତୁ ବୋଲି ସ୍ଥାନୀୟ ଲୋକେ ଛାତ୍ରୀଛାତ୍ରୀମାନଙ୍କ ପାଇଁ ଭଗବାନଙ୍କ ପାଖରେ ମଙ୍ଗଳା ଜାମନା କରିଛନ୍ତି ।