ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକ ଶେଷ | କ୍ୟାବିନେଟ 5 ଟି ପ୍ରସ୍ତାବ ରେ ବାଜିଲା ମୋହର | ରାଜ୍ୟରେ ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇଛି | ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ମୁଖ୍ୟ କୁଶଳୀ ର ଦୈନିକ ମଜୁରୀ 352 ଥିଲା ତାହା 450 ଟଙ୍କା କୁ ବୃଦ୍ଧି ପାଇଁ ନିଷ୍ପତ୍ତି |କୁଶଳୀ 500 ଟଙ୍କା କୁ ବୃଦ୍ଧି |ମୁଖ୍ୟ କୁଶଳୀ 442 ଥିଲା ତାହା 500 କୁ ବୃଦ୍ଧି | ଉଚ୍ଚ କୁଶଳୀ 502 ଥିଲା 600 କୁ ବୃଦ୍ଧି |

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଅଧୀନ ରେ ଥିବା ଓଡ଼ିଆ ଅସ୍ମିତା କୁ ଉଜ୍ଜୀବିତ ପାଇଁ, ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଅସ୍ମିତା ପାଇଁ କରଫୋସ ଫଣ୍ଡ 200 କୋଟି ରଖାଯାଇଛି | ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପାତ୍ର ପୋଥି ସଂଗ୍ରହ, କଳାକାର ଗୌରବ ନିଦ୍ଦି ଯୋଜନା, ଜାତୀୟ ବିଶ୍ୱ ବିଦ୍ୟାଳୟ ରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି | ଗାଇଡଲାଇନ ପାଇଁ ବିଭାଗ କୁ ନିର୍ଦ୍ଧେଶ | ଏକ୍ସପଟ ଙ୍କୁ ନେଇ କମିଟି ଗଠନ ହେବ |

ଗଣ ଶିକ୍ଷା ବିଭାଗ ର ରାଜ୍ୟ ରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ 20 ହଜାର ଶିକ୍ଷକ ନିଯୁକ୍ତି ପାଇଁ ଵିଜ୍ଞାପନ ପ୍ରକାଶ ହୋଇଥିଲା | ଉଚ୍ଚ ନ୍ୟାଳୟ ନିର୍ଦ୍ଧେଶ ଦେଇଥିଲେ | ଓଡ଼ିଶା ବିଦ୍ୟାଳୟ 18 ହଜାର 788 ପ୍ରାଥୀ ଙ୍କ ଚୟନ ଓ ନିଯୁକ୍ତି ପାଇଁ ନିର୍ଦ୍ଧେଶ | ଉଠା ଜଳ ସେଚନ ବିଭାଗ ପ୍ରକଳ୍ପ ର 2ହଜାର 65 ଗୋଟି ଅଚଳ ପ୍ରକଳ୍ପ କୁ ସଚଳ ହେବ | 5 ବର୍ଷ ଭିତରେ 1 ହଜାର 44 କୋଟି 84 ଲକ୍ଷ ବିନିଯୋଗ ହେବ |

ପିଏମ କିସାନ ରେ ବାଦ ପଡ଼ିଥିବା ହିତାଧିକାରୀ ଙ୍କୁ ମାର୍ଗଦର୍ଶି ଅନୁଯାଇ ହେବେ ସାମିଲ | ସମସ୍ତ କୃଷକ ପାରିବା ହେବେ ପିଏମ କିସାନ ରେ ସାମିଲ | S, M, L ଚାଷୀ ଓ ସହରାଞ୍ଚଳ ରେ ରହୁଥିବା ଚାଷୀ ଯୋଗ୍ୟ ବିବେଚିତ କୃଷକ ପିଏମ କିସାନ ରେ ସାମିଲ ହେବେ | 5 ଲକ୍ଷ ରୁ 6 ଲକ୍ଷ ପର୍ଯ୍ୟନ୍ତ ଚାଷୀ ଯୋଗ୍ୟ ଥିଲେ | କାଳିଆ ଯୋଜନା ଅନୁଯାଇ ଚାଷୀ ବଞ୍ଚିତ ହେଉଥିଲେ ତାହା ଉଠିଲା | 6 ଲକ୍ଷ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହେବେ | ଆଗାମୀ କିସ୍ତି ରେ ପାଇବେ