କାବୁଲ : ଆଫଗାନିସ୍ତାନ ସଂକଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସ୍ୱରାଷ୍ଟମନ୍ତ୍ରୀ ରାଜନାଥ ସିଂ, ଅଜିତ ଡୋଭାଲ , ଗୃହ ମନ୍ତ୍ରୀ ଅମିତ ଶାହା ସାମିଲ ହୋଇଛନ୍ତି । ବୈଠକ ପ୍ରଧାନମନ୍ତ୍ରୀ ବାସଭବନରେ ଅନୁଷ୍ଠିତ ହୋଇଛି । ତାଲିବାନ ସମ୍ପୁର୍ଣ୍ଣ ଆଫାଗାନିସ୍ତାନକୁ ନିୟନ୍ତ୍ରଣକୁ ନେଇସାରିଛି । ଗତ କିଛି ଦିନ ମଧ୍ୟରେ ତାଲିବାନ ସରକାର ଗଠନ କରିବା ଲାଗି ଚୀନ, ଋଷ , ପାକିସ୍ଥାନକୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାଇସାରିଛି ।