ଭୁବନେଶ୍ୱର: ବିଗତ 20 ବର୍ଷ ତଳୁ ଓଡ଼ିସାରେ ମଦ କାରବାର ସହର ର ଦୂରରେ ହେଉଥିଲା | ଯିଏ ମଦ ଖାଇବାକୁ ଯାଉଥିଲା ଲୋକେ ଜାଣୁଥିଲେ ସେ ଅଛୁଆଁ ହେଉଥିଲା | ଏବେ ମଦ ଦୋକାନ ମନ୍ଦିର, ସ୍କୁଲ ପାଖରେ | ଭୁବନେଶ୍ୱର ରୁ ମଦ ବନ୍ଦ ଆରମ୍ବ ହେଉ | କୋଭିଡ ରେ ଦୋକାନ ବନ୍ଦ ହେଲା ଲୋକେ ଘରେ ପଂହଁଚେଇଲେ | ପୋଲିସ ବାହିନୀ କଡା ପଦକ୍ଷେପ ନିଅନ୍ତୁ | ସବୁ ମଦୁଆ କୁ ରାସ୍ତାରେ ମାଡ଼ ହେବ | ସଂକଳ୍ପ ନିଅନ୍ତୁ | ୟୁପି, ବିହାର ରେ ମଦ ବନ୍ଦ ହୋଇଛି ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଙ୍କ ଦକ୍ଷତା ଅଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ | କ୍ରାଇମ ପାଇଁ ମଦ ହିଁ 50 ପ୍ରତିଶତ କାରଣ | ସରକାର ଙ୍କ ପାଖରେ ବାଧ୍ୟ ବଧକତା ଥିବ କିନ୍ତୁ ମୁଁ ନିଶା ଛୁଇଁବିନି ନିଶା ଖାଇବିନି ନିଜେ ସଂକଳ୍ପ ନେବା ଦରକାର | ପ୍ରତି ବର୍ଷ ଦଶ ଲୋକଙ୍କ ନିଶା ଛଡାଇବେ ଏ ସଂକଳ୍ପ ନେବା |