ପୁଣି ଚେଙ୍କ ଚିକିତ୍ସା

(ମମତା ସାମଲ): ପୁଣି ଅନ୍ଧବିଶ୍ୱାସ । କେନ୍ଦୁଝର କାଞ୍ଜିପାଣିରେ ୧୫ ଦିନର ଶିଶୁ କନ୍ୟାକୁ ପୁଣି ଚେଙ୍କ ଦିଆଯାଇଥିବା ଜଣାପଡିଛି । ଶିଶୁ କନ୍ୟାକୁ ଜେଜେମା ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି ।