ହୀରାକୁଦରେ ଖେଲିଲା ୪ ଗେଟ, ମୋଟ ୬ ଗେଟ ଦେଇ ଜଳ ନିସ୍କାସନ ଓଡିଶା By SUDESNA JANA On Oct 3, 2023 Share ସମ୍ବଲପୁର : ଉପର ମୁଣ୍ଡରେ ବାର୍ଷା ହେବା ଯେଗୁ ହୀରାକୁଦ ଆଉ ୪ଟି ଗେଟ ଖେଳା ହେଇଛି । ବାମପାଶ୍ୱ ୫ ଟି ଗେଟ ଡାହାଣ ଗୋଟିଏ ମୋଟ ୬ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଉପର ମୁଣ୍ଡରେ ବର୍ଷ ହେବାରୁ ଗେଟ ଖେଳା ଯାଇଛି । OdishaReporters TodaySambalpur Share FacebookTwitterGoogle+ReddItWhatsAppPinterestEmail