ସମ୍ବଲପୁର: ହୀରାକୁଦର ଖୋଲିଲା ୨ଟି ଗେଟ୍ । ହୀରାକୁଦ ଡ୍ୟାମର ୨ଟି ଗେଟ ଖୋଲାଯାଇଛି । ଡ୍ୟାମର ଉଭୟ ବାମ ଓ ଦକ୍ଷିଣ ପାଶ୍ୱର୍ରେ କୋଟିଏ ଲେଖାଏଁ ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା ସମ୍ଭାବନା ଦୃଷ୍ଟିରୁ ନିଆଯାଇଛି ଏପରି ନିଷ୍ପତ୍ତି । ହୀରାକୁଦରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଗେଟ୍ ଖୋଲାଯାଇଥିବା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।