Browsing Tag

Hirakud dam

୬୨୯.୩୯ ଫୁଟରେ ପହଞ୍ଚିଲା ହିରାକୁଦ ଜଳସ୍ତର; କଟକର ତଳିଆ ଅଞ୍ଚଳ ପାଇଁ ବନ୍ୟା ସତର୍କତା

ଭୁବନେଶ୍ୱର: ସୋମବାର ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ପ୍ରମୁଖ ଜଳଭଣ୍ଡାର ଓ ବ୍ୟାରେଜ୍‌ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କା ଘନୀଭୂତ ହୋଇଛି। ରିପୋର୍ଟ ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ସକାଳ ୧୦ଟା ସୁଦ୍ଧା ଏଠାରେ ଜଳସ୍ତର…
Read More...

ଜଳସ୍ତର ବୃଦ୍ଧି ସହ ଖୋଲିଲା ହୀରାକୁଦ ଡ୍ୟାମର ଆଉ ଚାରୋଟି ସୁଇସ୍ ଗେଟ୍

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ସହିତ ଆଉ ଚାରୋଟି ସୁଇସ୍ ଗେଟ୍ ଖୋଲାଯାଇଛି। ଯାହା ଦ୍ୱାରା ମୋଟ କାର୍ଯ୍ୟକ୍ଷମ ସୁଇସ୍ ଗେଟ୍ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି ବୋଲି ଅଧିକାରୀମାନେ କହିଛନ୍ତି। ସୋମବାର ଦିନ ଅତିରିକ୍ତ ଚାରୋଟି ଗେଟ୍ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା ।…
Read More...

ହୀରାକୁଦର ୭ ଗେଟ୍ ଖୋଲା

ଜଳଭଣ୍ଡାରର ଦୈନିକ ଅପଡେଟ୍ ଅନୁଯାୟୀ, ଜଳସ୍ତର ୬୧୯.୦୦ ଫୁଟରେ ରହିଛି ଏବଂ ଏହା ବୃଦ୍ଧି ପାଉଛି। ହାରାହାରି ଜଳ ପ୍ରବେଶ ୧,୭୧,୪୭୮ କ୍ୟୁସେକ୍ ରେକର୍ଡ କରାଯାଇଛି, ଯେତେବେଳେ ହାରାହାରି ଜଳ ନିର୍ଗତ ୬୬,୦୦୯ କ୍ୟୁସେକ୍ ରହିଛି। ମୋଟ ନିର୍ଗତ ଜଳ ମଧ୍ୟରୁ, ସ୍ପିଲୱେ ମାଧ୍ୟମରେ 31,038 କ୍ୟୁସେକ,…
Read More...

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍

ମହାନଦୀର ଉପର ଭାଗରେ ପ୍ରବଳ ବର୍ଷା ହେବା ପରେ ଜଳଭଣ୍ଡାରକୁ ପ୍ରବେଶ କରିଥିବା ଅତିରିକ୍ତ ଜଳ ନିଷ୍କାସନ ପାଇଁ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମର ଚାରୋଟି ଗେଟ୍ ପୁଣି ଖୋଲାଯାଇଛି। ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ବଢ଼ିଚାଲିଛି ପାଣିର ପ୍ରବାହ । ବଢୁଥିବା…
Read More...

ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି

ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୩ ଦଶମିକ ୩୯ ଫୁଟରେ ପହଞ୍ଚିଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୩ ଦଶମିକ ୩୯ ଫୁଟରେ ପହଞ୍ଚିଛି । ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ୨୦୪ କ୍ୟୁସେକ୍ ଜଳ ପ୍ରବେଶ…
Read More...

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌

ସମ୍ୱଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ । ଏବେ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ୍ ଜଳସ୍ତର । ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା କାରଣରୁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ବର୍ଷା ଜଳ…
Read More...

ଉପର ମୁଣ୍ଡରେ ପ୍ରବଳ ବର୍ଷା, ପୁଣି ଖୋଲିବ ହୀରାକୁଦ ଡ୍ୟାମ୍

ସମ୍ବଲପୁର: ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍ । ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ । ସେପଟେ ଗେଟ୍ ଖୋଲିବାକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ମହାନଦୀ…
Read More...

କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର, ବନ୍ଦ ହେଲା ୨ ଗେଟ୍‌

ସମ୍ବଲପୁର: କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର । ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍‌ । ବର୍ତ୍ତମାନ ୧୮ଟି ଗେଟ୍‌ ଦେଇ ହୀରାକୁଦ ଡ୍ୟାମ୍‌ ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ଆସନ୍ତା ୨ ଦିନ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖ…
Read More...

ଖୋଲିଲା ହୀରାକୁଦ ଗେଟ୍, ମୋଟ୍ ୨୦ଟି ଗେଟ୍ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର: ବଢି ଚାଲିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ଜଳସ୍ତର । ଗତକାଲି ୮ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସିତ ହେଉଥିବା ବେଳେ ଆଜି ସୁଦ୍ଧା ୨୦ଟି ଗେଟ୍ ଖୋଲାଯାଇଛି । ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗି…
Read More...

ଉପରମୁଣ୍ଡରେ ପ୍ରବଳ ବର୍ଷା, ପୁଣି ଖୋଲିଲା ହୀରାକୁଦର ୨ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ପୁଣି ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ ଖୋଲିଛି। ସମୁଦାୟ ୪ଟି ଗେଟ ଦେଇ ବର୍ଷା ଜଳ ନିଷ୍କାସନ ହେଉଛି। ସେଥିମଧ୍ୟରେ ବାମପାର୍ଶ୍ଵର ୩ ଓ ଦକ୍ଷିଣ ପାର୍ଶ୍ୱର ୧ଟି ମିଶି ମୋଟ୍‌ ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି । ଅପରପକ୍ଷରେ ଅଧିକ ପରିମାଣର…
Read More...