ବିଜେପି ପକ୍ଷରୁ ହେଲ୍ପ ଲାଇନ ନଂ ୦୬୭୪-୨୩୯୩୯୮୪ ଜାରି

ଭୁବନେଶ୍ୱର;ବିଜେପିର ବାତ୍ୟା ହେଲ୍ପ ଲାଇନ । ବିଜେପି ପକ୍ଷରୁ ହେଲ୍ପ ଲାଇନ ନଂ ୦୬୭୪-୨୩୯୩୯୮୪ ଜାରି । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା ।ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ ।ସମସ୍ତ ବିଧାୟକ, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା ଲୋକଙ୍କ ସେବାରେ ରହିବେ ।ମୁକାବିଲା ପାଇଁ ଦଳମତ ନିର୍ବିଶେଷରେ ଆଗେଇ ଆସନ୍ତୁ ।