(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ଗୋପ ବ୍ଲକ ମହଲପଡକ୍ଷ ପଂଚାୟତର ଆମ୍ବିଳି ଗାଁର ବୃଦ୍ଧା ବିଧବା ମହିଳା ପରିବାର ସହ ଜୀବନ ବିତାଉଛନ୍ତି କୁକୁଡ଼ା ଫାର୍ମରେ । ତାଙ୍କୁ ନା ମିଳୁଛି ଇନ୍ଦରା ଆବାସ ନା ମୋକୁଡିଆ ଯୋଜନା । ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେଲୁଣି କେହି ଶୁଣୁନାହାନ୍ତି ବୋଲି ଅଭିଯୋଗ କରନ୍ତି ବୃଦ୍ଧା
ସୂଚନା ଅନୁସାରେ ଉତ୍ତମ ସ୍ୱାଇଁଙ୍କ ଜୀବନ ଦରିଦ୍ର ସୀମା ରେଖା ତଳେ ସଂସାର ଚଳେ । ବର୍ଷାରେ ରହୁଥବା ଝାଟିମାଟି ଘରଟି ଭାଙ୍ଗିଗଲା କ୍ଷ । ଗୋପ ବ୍ଲକରେ ସରକାରୀ ଯୋଜନା କିପରି କାର୍ୟ୍ୟକରି ହେଉଛି ଏହି ବିଧବା ମହିଳାଙ୍କ ପାଖରୁ ଜଣା ପଡୁଛି ବୋଲି ଗ୍ରାମ ବାସି କୁହନ୍ତି କ୍ଷ ଘର ଭାଂଗିଯିବା ପରେ ପରିବାର ରହୁଛନ୍ତି କୂକୂଡାଘରେ କ୍ଷ ସରକାରୀ ଯୋଜନା ରେ ଘର ଟିଏ ପାଇ ମୁଣ୍ଡ କୁଂଜୀବାକୁ ଜିଲ୍ଲାପାଳ ଓ ବ୍ଲକକୁ ଯାଇ ଯାଇ ନିରାଶ ହୋଇ ଗଲେଣି କେହି ଶୁଣୁନାହାନ୍ତି ବୋଲି ପରିବାର ତରଫରୁ ଅଭିଯୋଗ ହେଉଛି କ୍ଷ ଏପଟେ ବୋଲି ବ୍ଲକ ଅଧକ୍ଷ କୁହନ୍ତି ଯଦି ବିଧବା ଉତ୍ତମ ସ୍ୱାଇଁ ସରକାରୀ ଯୋଜନକ୍ଷ ଭିତରେ ପାଇବାର ଯୋଗ୍ୟ ଥିବେ ମୁଁ ନିଚୟ ସାହାଯ୍ୟ କରିବି
ବ୍ଲକ ତରଫରୁ କର୍ମଚରି ପଠାଇ ତଦନ୍ତ କରି ଯୋଜନା ରେ ଅନ୍ତରଭୁକ୍ତ କରାଯିବ ବୋଲି ଈଊଙ କହିଛନ୍ତି । ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ଏହି ଯୋଜନା କିପରି ଭାବରେ କାର୍ୟ୍ୟକାରୀ ହେଉଛି ତାହା ଏହି ବିଧବା ମହିଳା ପରିସ୍ଥିତି କୁ ଦେଖି ସ୍ପଷ୍ଟ ବାରିହେଉଛି ।